ଅପରେସନ୍‌ ନମସ୍ତେ ଭାରତୀୟ ସେନାର କରୋନା ଯୁଦ୍ଧ

କରୋନା ବିରୋଧରେ ସାରା ଦେଶ ଏକାଠି ହୋଇଥିବା ବେଳେ ସହଯୋଗର ହାତ ବଢ଼ାଇଛି ଭାରତୀୟ ସ୍ଥଳ ସେନା। ‘ଅପରେସନ୍‌ ନମସ୍ତେ’ ନାମରେ କରୋନା ବିରୋଧରେ ଲଢ଼େଇ କାର୍ଯ୍ୟକ୍ରମ ଆରମ୍ଭ କରିଛି ସେନା।

ଦେଶବ୍ୟାପୀ ୮ଟି ସ୍ଥାନରେ କ୍ବାରାଣ୍ଟିନ୍‌ ସୁବିଧା କେନ୍ଦ୍ର ପ୍ରସ୍ତୁତ ରଖିଛି ସେନା। ସେନା ଭିତରେ କିଭଳି କରୋନା ଭୂତାଣୁ ସଂକ୍ରମଣ ନ ହେବ ସେଥିପ୍ରତି ସେନା ସଜାଗ ଥିବା କହିଛନ୍ତି ଆର୍ମି ଚିଫ୍‌ ଜେନେରାଲ୍‌ ଏମ୍ଏମ୍‌ ନାରାଓ୍ବାଣେ।

CoronaIndiaOperation Namaste