୧-ବିଜେପିରେ ମିଶିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।
୨-ଦୁବାଇ ପରେ ତେଲେଙ୍ଗାନା ଓ ତାମିଲନାଡୁରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ଉପରେ ନିର୍ଯାତନାର ଖବର।
୩-ନିର୍ବାଚନ ପାଇଁ ନୋଟିସ ପାଇବା ପରେ ୫୮୦ ଜଣ ଲାଇସେନ୍ସଧାରୀ ନିଜ ପିସ୍ତଲ, ରିଭ୍ଲଭର୍ ଓ ୧୨ ରାଉଣ୍ଡ ଗୁଳି ଜମା କଲେ।
୪-ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସାଂସଦ ବଳଭଦ୍ର ମାଝି।
୫-କଂଗ୍ରେସରେ ଯୋଗଦେଲେ ଯଜ୍ଞେଶ୍ୱର ବାବୁ।
୬-ବ୍ରହ୍ମପୁର:ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ , ୫ ଡକାୟତ ଗିରଫ ହେବା ସହିତ ପିସ୍ତଲ , ବୋମା ଏବଂ ମାରାଣାସ୍ତ୍ର ଜବତ।
୭-ନୂଆଦିଲ୍ଲୀ: ପଚରାଉଚରା ଶେଷ, ଛୁଟିରେ ଗଲେ ଅଭିନନ୍ଦନ।
୮-ମୁମ୍ବାଇରେ ପୁଣି ଭୁସୁଡିଲା ଫୁଟ୍ ଓଭର ବ୍ରିଜ୍, ୩ ଜଣଙ୍କର ମୃତ୍ୟୁ ଓ ୩୪ରୁ ଅଧିକ ଆହତ।
୯-ମୃତ୍ୟୁର ଦୂତ ସାଜିଛି ବୋଇଂ-୭୩୭ ଓ ମାକ୍ସ -୮ ଜେଟ୍, ଯାହାକୁ ଏବେ ଭୟ କରୁଛନ୍ତି ଯାତ୍ରୀ।
୧୦-ସର୍ବସାଧାରଣ ରେ Pubg ଖେଳିବା ହେଲା କାଳ, ଗୁଜରାତରେ ୧୦ ଜଣଙ୍କୁ ପୋଲିସ କଲା ଗିରଫ।