୨୪ ଘଣ୍ଟିଆ ସେବା ଦେବ ମାଲଗୋଦାମ।

ଯେତେବେଳେ ପହଞ୍ଚିଲେ ବି ଯଦି ଦୋକାନ ଖୋଲା ଥିବ ତେବେ ସାଙ୍ଗେ ସାଙ୍ଗେ ଗରାଖିଙ୍କୁ ସଉଦା ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ତେଣୁ ଡ଼ରିବାର ଆବଶ୍ୟକତା କିଛି ନାହିଁ। ଆଉ ପର୍ଯ୍ୟାପ୍ତ ପରିମାଣର ମାଲ ମହଜୁଦ ଅଛି ତେଣୁ ଅଧିକ କିଣି ଅନ୍ୟର ଦାନା ମାରିବାର ଆବଶ୍ୟକତା ନାହିଁ। ଏହା ସହ ଭିଡ଼ କମାଇବା ପାଇଁ ମଧ୍ୟ ଅଳ୍ପ ଅଳ୍ପ ଦୋକାନ ପର୍ଯ୍ୟାୟ କ୍ରମେ ଖୋଲାଯିବ।

CoronaVirusGrocery ShopIndia