ଓଡ଼ିଶାରେ ୩ୟ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ୩ୟ ପଜିଟିଭ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟରେ ସୂଚନା ଦେଲା। ପଜିଟିଭ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ। ଏବଂ ସେ ଭୁବନେଶ୍ବର ଅଞ୍ଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।
 
ଏଥିସହିତ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ୩ ବ୍ୟକ୍ତି ଭୁବନେଶ୍ବର ଅଞ୍ଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହୋଇଥିଲେ। ପରେ ୧୯ ତାରିଖରେ ଦ୍ୱିତୀୟ ରୋଗୀ ଚିହ୍ନଟ ହୋଇଥିଲେ।

CoronaCorona VirushealthOdisha