୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ।
ଲୋକସଭା କ୍ଷେତ୍ର : କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ (ସାଂସଦ ପ୍ରାର୍ଥୀ)
- ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ
- ଖରିଆର : ଲମ୍ବୋଧର ନିଆଳ
- ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର
- ଧର୍ମଗଡ଼ : ମହୋଷଧି ବାଗ
- ଭବାନୀପାଟଣା : ଦୁଷ୍ମନ୍ତ ନାଏକ
- ନର୍ଲା :ଭୂପିନ୍ଦର ସିଂ
ଲୋକସଭା କ୍ଷେତ୍ର: ନବରଙ୍ଗପୁର : ରମେଶ ଚନ୍ଦ୍ର ମାଝୀ (ସାଂସଦ ପ୍ରାର୍ଥୀ)
- ଉମରକୋଟ : ସୁବାଶ ଗଣ୍ଡ
- ନବରଙ୍ଗପୁର : ସଦାଶିବ ପ୍ରଧାନ
- ଡ଼ାବୁଗାଁ : ମନୋହର ରାନ୍ଧାରୀ
- କୋଟପାଡ଼ : ପଦ୍ମୀନୀ ଡିଆନ
- ଚିତ୍ରକୋଣ୍ଡା : ପୂର୍ଣ୍ଣଚନ୍ଦ୍ର ସାକା
ଲୋକସଭା କ୍ଷେତ୍ର: କନ୍ଧମାଳ : ଅଚ୍ୟୁତ ସାମନ୍ତ (ସାଂସଦ ପ୍ରାର୍ଥୀ)
- ବାଲିଗୁଡା : ଚକ୍ରଧର କହଁର
- ଜି. ଉଦୟଗିରି : ସାଲୁଜା ପ୍ରଧାନ
- ବୌଦ୍ଧ : ପ୍ରଦୀପ କୁମାର ଅମାତ
- କଣ୍ଟାମାଳ : ମହୀଧର ରାଣା
- ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ
- ଦଶପଲ୍ଲା : ରମେଶ ବେହେରା
ଲୋକସଭା କ୍ଷେତ୍ର: କୋରାପୁଟ : କୌଶଲ୍ୟା ହିକକା (ସାଂସଦ ପ୍ରାର୍ଥୀ)
- ଗୁଣୁପୁର : ରଘୁନାଥ ଗମାଙ୍ଗ
- ବିଷମକଟକ :ଜଗନ୍ନାଥ ସାରକା
- ରାୟଗଡ଼ା : ଲାଲ ବିହାରୀ ହିମିରିକା
- ଲକ୍ଷ୍ମୀପୁର : ପ୍ରଭୁ ଜାନୀ
- ଜୟପୁର : ରବି ନାରାୟଣ ନନ୍ଦ
- କୋରାପୁଟ : ରଖୁରାମ ପୋଡାଲ
ଲୋକସଭା କ୍ଷେତ୍ର : ବ୍ରହ୍ମପୁର : ଚନ୍ଦ୍ରଶେଖର ସାହୁ (ସାଂସଦ ପ୍ରାର୍ଥୀ)
- ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା
- ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ
- ବ୍ରହ୍ମପୁର : ବିକ୍ରମ ପଣ୍ଡା
- ଦିଗପହଣ୍ଡି : ସୂଯ୍ୟ ନାରାୟଣ ପାତ୍ର
- ଚିକିଟି : ଉଷା ଦେବୀ
- ମୋହନା : ପୂର୍ଣ୍ଣବାସୀ ନାୟକ
- ପାରଳାଖେମୁଣ୍ଡି : କଲ୍ୟାଣୀ ଗଜପତି
ବଲାଙ୍ଗୀର : କଳିକେଶ ନାରାୟଣ ସିଂହଦେଓ (ସାଂସଦ ପ୍ରାର୍ଥୀ)
- ଟିଟଲାଗଡ : ଟୁକୁନି ସାହୁ
- ପାଟଣାଗଡ : ସରୋଜ ମେହେର
- ସୋନୁପର : ନିରଞ୍ଜନ ପୂଜାରୀ
- କଣ୍ଟାବାଞ୍ଝୀ : ଅଜୟ ଦାଶ
- ବୀରମହାରାଜପୁର : ପଦ୍ମନାଭ ବେହେରା
ଆସ୍କା : ପ୍ରମିଳା ବିଷୋୟୀ (ସାଂସଦ ପ୍ରାର୍ଥୀ)
- ହିଞ୍ଜଳିକାଟୁ : ନବୀନ ପଟ୍ଟନାୟକ
- ଆସ୍କା : ମଞ୍ଜୁଳା ସ୍ୱାଇଁ
- ସୋରଡା : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
- ସାନଖେମୁଣ୍ଡି : ନନ୍ଦିନୀ ଦେବୀ
- ପୋଲସରା : ଶ୍ରୀକାନ୍ତ ସାହୁ
- କବିସୂଯ୍ୟନଗର : ଲତିକା ପ୍ରଧାନ
- ଖଲ୍ଲିକୋଟ : କେକେ ସୂଯ୍ୟମଣି ବୈଦ୍ୟ
ବରଗଡ : ପ୍ରସନ୍ନ ଆଚାର୍ଯ୍ୟ (ସାଂସଦ ପ୍ରାର୍ଥୀ)
- ବରଗଡ : ଦେବେଶ ଆଚାର୍ଯ୍ୟ
- ଅତାବିରା : ସ୍ନେହାଙ୍ଗିନୀ ଛୁରିଆ
- ଭଟଲୀ : ସୁଶାନ୍ତ ସିଂ
- ପଦ୍ମପୁର : ବିଜୟ ରଞ୍ଜନ ସିଂହ ବରିହା
- ବିଜେପୁର : ନବୀନ ପଟ୍ଟନାୟକ
- ଝାରସୁଗୁଡା : ନବ କିଶୋର ଦାସ
ସୁନ୍ଦରଗଡ : ସୁନୀତା ବିଶ୍ୱାଳ (ସାଂସଦ ପ୍ରାର୍ଥୀ)
- ସୁନ୍ଦରଗଡ : ଯୋଗଶ ସିଂ
- ରାଜଗାଙ୍ଗପୁର : ମଙ୍ଗଳା କିଷାନ
- ତଳସରା : ଷ୍ଟିଫେନ ସୋରେନ
- ରାଉରକେଲା : ସାରଦା ପ୍ରସାଦ ନାୟକ
- ରଘୁନାଥପଲ୍ଲୀ : ସୁବ୍ରତ ତରାଇ
- ବଣାଇ : ରଣଜିତ୍ କିଷାନ