Odisha News Insight

କେଶ ଓ ତ୍ୱଚା ପାଇଁ ଆପଣାନ୍ତୁ ଏହି ସରଳ ଟିପ୍ସ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ନିଜ ତ୍ୱଚା ଓ କେଶର ଯତ୍ନ ନେବା ଭୁଲି ସାରିଲେଣି। କିନ୍ତୁ ଖରା, ବର୍ଷା, ଶୀତ ଆଦି ସବୁ ସମୟରେ କେଶ ଓ ତ୍ୱଚାର ବିଶେଷ ଭାବେ ଯତ୍ନ ନେବା ଉଚିତ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧୀୟ କିଛି ଟିପ୍ପ…୧- ଆପଣଙ୍କ ତ୍ୱଚା ଓ କେଶକୁ କ୍ଲିଜିଙ୍ଗ, ଟୋନିଂ

ସୋସିଆଲ ମିଡିଆରେ ପ୍ରକୃତିଙ୍କୁ ଖରାପ ଭାବେ ଚିତ୍ରଣ କରାଯାଉଛି।

ଏକ ଓଡ଼ିଆ ୱେବ୍ ଚ୍ୟାନେଲ୍ରେ ବିରୋଧରେ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି। ଏନେଇ ସମ୍ପୃକ୍ତ ୱେବ ପୋର୍ଟାଲ ବିରୋଧରେ ମେଞ୍ଚେସ୍ୱର ଥାନାରେ ମାନହାନୀ ମାମଲା ରୁଜୁ କରିଛନ୍ତି। ଖାଲି ପ୍ରକୃତି ନୁହଁନ୍ତି ତାଙ୍କ ପରିବାର ଲୋକଙ୍କ ବିରୋଧରେ ବି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟ ଠାରେ ସାଇବର ସେଲ ଉଦଘାଟିତ

ଡିଜିଟାଲ ତଥ୍ୟ ପ୍ରମାଣ ସଂଗ୍ରହ ଓ ସାଇବର ଅନୁସନ୍ଧାନ ପ୍ରଣାଳୀ ର ପ୍ରୟୋଗ ନିମନ୍ତେ ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ସାଇବର ସେଲକୁ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ମୁଖ୍ୟ ନିରାପତ୍ତା କମିଶନର ଶ୍ରୀ ରାଜାରାମ, ବିଭାଗୀୟ ପ୍ରମୁଖ, ଡିଆରଏମ, ଖୋର୍ଦ୍ଧାରୋଡ ଶ୍ରୀ

ଜେଆରଡ଼ିଙ୍କ ଫ୍ରେଞ୍ଚ କନେକସନ ଓ ଆଧୁନିକ ଭାରତର ବିମାନସେବାର ସୃଷ୍ଟି

ଭାରତ ବିମାନ ପରିବହନ ସେବା ଆରମ୍ଭ କରିବା ସହ ମୋଟର‌୍‌ ନିର୍ମାଣ ଶିଳ୍ପକୁ ନୂଆ ରୂପ ଦେଇଥିଲେ ଜେଆର‌୍‌ଡି ଟାଟା (ଜନ୍ମ: ୨୯ ଜୁଲାଇ ୧୯୦୪; ମୃତ୍ୟୁ: ୨୯ ନଭେମ୍ବର‌୍‌ ୧୯୯୩),  ପୂରା ନାମ ଜାହାଙ୍ଗୀର ରତନଜୀ ଦାଦାଭାଈ ଟାଟା। ସେ ଥିଲେ, ରତନଜୀ ଦାଦାଭାଈ ଟାଟା ଏବଂ ସୁଜାନା ବ୍ରିୟେଙ୍କ

୩ ଦିନରେ ସରିଲା ୧୦ବର୍ଷର କାମ

ଗାଁରେ ଦୀର୍ଘ ବର୍ଷ ଧରି ଜମିକୁ ପାଣି ନଥିଲା । ଫଳରେ ଗ୍ରାମରେ ଥିବା ଲୋକଙ୍କ ଜମିରେ ଧାନ ଚାଷ ସମେତ ବିଭିନ୍ନ ଚାଷ କରିବା ପାଇଁ ପାଣିର ସମସ୍ୟା ଉକ୍ରଟ ଭାବରେ ଲାଗିରହିଥିଲା । ଅଂଚଳରେ ସ୍ୱାଭାବିକ ମୌସୁମୀ ଲୁଚକାଳି ଖେଳୁଥିବା ବେଳେ ପ୍ରଚଣ୍ଡ ଖରାରେ ଚାଷ ଜମି ଗୁଡ଼ିକ ବର୍ଷ ବର୍ଷ ଧରି ଫାଟି

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି।

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥର ପାସ ହାର ୭୮.୭୬% ରହିଛି। ଭିଡିଓ ରିଲିଜ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ଏ-୧ ଗ୍ରେଡରେ ରେ ୧୨୭୯ ଜଣ ପାସ୍ କରିଛନ୍ତି। ଏ-୨ରେ ୮୪୫୮,ବି-୧ରେ