ବଦଳିଲା ରଥ ଭଙ୍ଗା ପରମ୍ପରା
ଚଳିତ ବର୍ଷ ରଥ ଭଙ୍ଗା ପରମ୍ପରାରେ ପରିବର୍ତ୍ତନ କରି ସଂରକ୍ଷଣ ପାଇଁ ରଥକୁ ଖୋଲିବା ପାଇଁ ହୋଇଛି ନିଷ୍ପତ୍ତି । ତେବେ ଚଳିତ ବର୍ଷ ତିନୋଟି ରଥକୁ ସଂରକ୍ଷଣ କରାଯିବା ସହ ରଥକୁ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନରେ ନିର୍ମାଣଧୀନ ଥିବା ମ୍ୟୁଜିୟମରେ ରଥପାର୍କରେ ରଖିବା ପାଇଁ ଆରମ୍ଭ ହୋଇଛି!-->…