Odisha News Insight

ବଢିଲା ଶ୍ରମିକଙ୍କ ମଜୁରୀ |

କରୋନା ମହାମାରୀ ଭତରେ ରାଜ୍ୟର ସବୁ ଶ୍ରେଣୀ ଶ୍ରମିକଙ୍କ ଦୈନିକ ମଜୁରୀ ୫ ଟଙ୍କା ୪୦ ପଇସା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର | ଏଣିକି ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୦୩ ଟଙ୍କା ୪୦ ପଇସା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୪୩ ଟଙ୍କ ୪୦ ପଇସା, କୁଶଳୀ ଶ୍ରମିକଙ୍କ ମଜୁରୀ ହେଲା

ପିପିଇ ପିନ୍ଧି ସାମ୍ବାଦିକ କଲେ ଶବଦାହ!

ମାଲ ଭାଇ ସାଜିଲେ ସାମ୍ବାଦିକ। ସାହି ପଡ଼ୋଶୀ, ବନ୍ଧୁ ପରିଜନ, ଆତ୍ମୀୟ ସୃଜନ ଯାହା କରି ପାରିଲେନି ତାହା କରି ଦେଖାଇଲେ ଏହି ୪ ସାମ୍ବାଦିକ। ପିପିଇ ପିନ୍ଧିଲେ ଆଉ ମୃତଦେହକୁ ଅନ୍ତିମ ବିଦାୟ ଦେଲେ। ଗଞ୍ଜାମ ଶେରଗଡ଼ ବଡ଼ଦାଣ୍ଡ ସାହିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ପାଢୀଙ୍କ

ନଭେମ୍ବର ସୁଦ୍ଧା କରୋନା ଟୀକା, ଆଗ ପାଇପାରେ ଓଡ଼ିଶା

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମଣରେ କବଳିତ ଦେଶ ଓ ରାଜ୍ୟ ପାଇଁ ଖୁସି ଖବର । ଆସନ୍ତା ଅକ୍ଟୋବର-ନଭେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ କୋଭିଡ୍ ଟୀକା । ଏହାର ପ୍ରସ୍ତୁତକର୍ତ୍ତା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାର୍ଟନର ପୁନେ ର ସେରମ୍

ଆର୍ଥିକ ସଙ୍କଟରେ କରୋନା ଚାଲେଞ୍ଜ୍

କରୋନା ଯୁଦ୍ଧରେ ଅବତୀର୍ଣ୍ଣ ରାଜ୍ୟ ସରକାରଙ୍କ ଆଗରେ ଉଭା ହୋଇଛି ଆର୍ଥିକ ସଙ୍କଟ । ଏପ୍ରିଲ୍/ମେ’ ମାସରେ ୭୦% ରାଜସ୍ୱ କମିଥିବା ବେଳେ ଜୁନ୍/ଜୁଲାଇରେ ୨୦% ରାଜସ୍ୱ କମିଛି । କରୋନା ପାଇଁ ଏହି ଅବସ୍ଥା ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଯୋଜନାରେ ଅନୁଦାନ କମିବା ଆଶଙ୍କା ମଧ୍ୟ ରହିଛି । ଗୋଟେ ପଟେ

CBSE ଭଳି ଓଡ଼ିଆ ସ୍କୁଲ୍ ପାଠ୍ୟଖସଡ଼ାରେ କମାଯିବ।

କରୋନା ପାଇଁ ଏବର୍ଷ ସିଲାବସ ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଛି। ପ୍ରଥମରୁ ଦଶମ ଯାଏ କେତେ ପାଠ ପଢ଼ା ଯିବ ସେ ନେଇ SCERT ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ।ପ୍ଲସ ଟୁ ସିଲାବସ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକ୍ସପର୍ଟ କମିଟି ନିଷ୍ପତି ନେବ।

ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ବସିବ ଆଜି ସନ୍ଧ୍ୟାରେ – ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ।

ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ବସିବ ଆଜି ସନ୍ଧ୍ୟାରେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ବୈଠକ । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମନ୍ତ୍ରୀ ପରିଷଦରେ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ