Odisha News Insight

ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି ବିରାଟ, ଟ୍ୱିଟ କରି ଦେଲେ ସୂଚନା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟ୍ୱିଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ବିରାଟ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, “ସେତେବେଳେ ଆମେ ତିନି ହେବା । ଆସୁଛି ୨୦୨୧ ।” ବିରାଟଙ୍କ ଏହି ଟ୍ୱିଟରୁ ସ୍ପଷ୍ଟ ଜଣା ପଡୁଛି

କରୋନା ସହ ଲଢ଼େଇ କରିବାକୁ ହେଲେ ଖାଆନ୍ତୁ ଏହି ଜିନିଷ, ଶରୀରରେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ଦେଶ ଓ ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହା ସହ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । କିନ୍ତୁ କରୋନା ସହ ଲଢ଼େଇ କରିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ଆବଶ୍ୟକ । ତେଣୁ ଏହି

ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କ!

ବଡିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ନେଇ ସାରାଦେଶରେ ତୁମ୍ବିତୋଫାନ ଚାଲିଥିବା ବେଳେ ଓଡ଼ିଶା ଲିଙ୍କ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୁଶାନ୍ତଙ୍କ ତଥାକଥିତ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ହ୍ୱାଟ୍ସଆପରେ ଚାଟ କରିବା ବେଳେ ଭୁବନେଶ୍ୱର ଲିଙ୍କ ନେଇ କଥା ହୋଇଥିବା