Browsing Category
India
Vehicle Passes To Remain Valid For An Indefinite Period
Owing to the 21 days lockdown, Police Commissioner Sudhanshu Sarangi on Monday announced the vehicle pass to continue for an indefinite period until further notice.
Reportedly, the passes were issued until 29 March. But with the!-->!-->!-->…
୨୦୦୭ ଟି-୨୦ ବିଶ୍ବକପର ହିରୋ, ୨୦୨୦ରେ ରିଅଲ ହିରୋ
ସାରା ବିଶ୍ବ ଏବେ ମହାମାରୀ କରୋନା ଭାଇରସକୁ ନେଇ ଚିନ୍ତିତ। ଭାରତରେ ମଧ୍ୟ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିଛି। ଡାକ୍ତର ମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ପୋଲିସ୍ କର୍ମୀ ମାନେ ଜନସାଧାରଣଙ୍କୁୁ ବୁଝେଇବା ସହିତ ଲକ୍ଡାଉନର ସ୍ଥିତି ସମୀକ୍ଷା କରୁଛନ୍ତି। ଏସବୁ!-->…
ଡିଜିଟାଲ ପେମେଣ୍ଟ କରନ୍ତୁ ଶକ୍ତିକାନ୍ତ ଦାଶ
ମହାମାରୀ କରୋନ ଭାଇରସ୍ର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକଡାଉନ ହୋଇଛି। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଗୋଟିଏ ମାତ୍ର ଉପାୟ ହେଉଛି ସାମାଜିକ ଦୁରତ୍ବ। କରୋନା ଭାଇରସର ଭୟାବହତାକୁ ନଜରରେ ରଖି ଲକଡାଉନ ନିୟମ ପାଳନ କରିବା ପାଇଁ ଜନସାଧାରଣଙ୍କୁ ସର୍ବଦା ପରାମର୍ଶ!-->…
କରୋନା ୧୧,୦୦୦ ବନ୍ଦୀଙ୍କୁ ଜାମିନରେ ଛାଡ଼ିବ ଉତ୍ତରପ୍ରଦେଶ
ରାଜ୍ୟର ୭୧ଟି ଜାଲରେ ବନ୍ଦୀ ଥିବା ୧୧,୦୦୦ରୁ ଅଧିକ କଏଦୀଙ୍କୁ ଜାମିନରେ ଛାଡ଼ିଛନ୍ତି ଉତ୍ତରପ୍ରଦେଶ ସରକାର। କରୋନା ସଂକ୍ରମଣ ଭୟାବହତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି।
୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗୁଥିବା କଏଦୀ ଓ ବିଚାରାଧୀନ ବନ୍ଦୀମାନଙ୍କୁ ପାରୋଲ୍ ଅଥବା!-->!-->!-->…
ସେନାରେ କରୋନା: କ୍ବାରାଣ୍ଟିନ୍ରେ ୫୦ ବିଏସ୍ଏଫ୍ ଯବାନ
ସେନାବାହିନୀରେ କରୋନା ରୋଗୀ ଠାବ ହୋଇଛି। ଜଣେ ବ୍ୟକ୍ତିଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ଦେଖାଦେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ ଜଣ ବର୍ଡସ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।
ମଧ୍ୟପ୍ରଦେଶ ଗ୍ବାଲିଅର୍ ଜିଲ୍ଲା ଟେକାନପୁର ଠାରେ ଥିବା ବିଏସ୍ଏଫ୍!-->!-->!-->…
ଲକଡାଉନ ଜନିତ ଅସୁବିଧା ପାଇଁ ଦୁଃଖିତ, ଏହା ଜରୁରୀ ଥିଲା- ମୋଦି
ପ୍ରତ୍ୟେକ ମାସର ଶେଷ ରବିବାର ଭଳି ଆଜି ମଧ୍ୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିକ କରି କହିଛନ୍ତି ଯେ, କିିଛି ନିଷ୍ପତ୍ତି ପାଇଁ ଆପଣମାନେ!-->…
କରୋନା: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି, ୮୬ ଜଣ ଆରୋଗ୍ୟ
ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରୁଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଏମାନଙ୍କ ମଧ୍ୟରୁ ୨୫ ଜଣଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ୮୬ ଜଣ ରୋଗୀ ଠିକ୍ ହୋଇସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ!-->…
କରୋନା: ଗୋଟି ଦିନରେ ୨୨୧ ଜଣ ସଂକ୍ରମିତ, ICMR କହିଲା ଭାରତ
ମହାମାରୀ କରୋନା ଭାଇରସର କାୟା ଦିନକୁ ଦିନ ଭାରତରେ ଦେଖିବାକୁ ମିିଳିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଦେଖିବାକୁ ମିଳିଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଥିବା!-->…
ଜାମା ମସ୍ଜିଦରୁ ଫେରିଥିବା ବ୍ୟକ୍ତି କରୋନାରେ ମୃତ କ୍ବାରାଣ୍ଟିନ୍ରେ ୩ ପତ୍ନୀ ୨୦ ସନ୍ତାନ
ବେଙ୍ଗାଲୁରୁରେ ତୃତୀୟ କରୋନା ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୬୫ ବର୍ଷ। ସେ ଦିଲ୍ଲୀରୁ ଜାମା ମସ୍ଜିଦ୍ରେ ରହିଥିଲେ ଓ ମାର୍ଚ୍ଚ ୧୧ ତାରିଖରେ ଟ୍ରେନ୍ ଯୋଗେ କର୍ଣ୍ଣାଟକ ଫେରିଥିଲେ। ତାଙ୍କର ୩ ଜଣ ପତ୍ନୀ ଓ ୨୦ ଜଣ ସନ୍ତାନ ଅଛନ୍ତି। ସମସ୍ତଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।
!-->!-->!-->…
PM CARES ଦେଶବାସୀଙ୍କୁ ଦାନ ମାଗିଲେ ପ୍ରଧାନମନ୍ତ୍ରୀ
ସାରା ବିଶ୍ବକୁ କରୋନା ଭୂତାଣୁ ଭୟଭୀତ କରିଥିବା ବେଳେ ଭାରତ ମଧ୍ୟ ଏହି ମାରାତ୍ମକ ରୋଗ ସହ ଲଢ଼େଇ କରୁଛି। ଗୋଟିଏ ପଟେ ସାରା ଦେଶ ଲକ୍ଡାାଉନ୍ ଥିବା ବେଳେ ଅନ୍ୟପଟେ ଜନତା ଓ ରାଷ୍ଟ୍ରର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ସମୟରେ ଦେଶର ଏଇ ଲଢ଼େଇରେ ସାମିଲ ହେବା ଲାଗି ଦେଶବାସୀଙ୍କୁ!-->…