Odisha News Insight
Browsing Category

Odia

କୋଭିଡ୍-୧୯ର ଟୀକା ଉପରେ କାମ କରୁଛନ୍ତି ୬ ଭାରତୀୟ କମ୍ପାନୀ, ଜାଣନ୍ତୁ କ’ଣ ଏହି ବର୍ଷ ମିଳିବ ସଫଳତା?

ସାରା ବିଶ୍ବ ଏବେ କରୋନାର ଆତଙ୍କରେ ରହିଛି। କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଟୀକା ଉପରେ ଗବେଷଣା ଆରମ୍ଭ କରିଛନ୍ତି। ଏନେଇ ଦେଶର ଜଣେ ଶୀର୍ଷ ବୈଜ୍ଞାନିକଙ୍କ କହିବା ଅନୁସାରେ, ଟୀକା ଖୋଜିବା ପାଇଁ ୬ଟି ଭାରତୀୟ କମ୍ପାନୀ ଏହା ଉପରେ କାମ କରୁଛି ଓ ଏହି ମହାମାରୀରୁ ମୁକ୍ତି

ହୋଇପାରିବ ନାହିଁ ସମୂହ ନମାଜପାଠ।

ଗୋଟିଏ ଦିନ ପରେ ଆରମ୍ଭ ହେବ ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀ ମାନଙ୍କ ପବିତ୍ର ରମଜାନ ମାସ କିନ୍ତୁ ଲକଡାଉନ ପାଇଁ ପାଳନ ବେଳେ କମିଶନରେଟ ପୋଲିସ ଜାରି କଲା କିଛି କଟକଣା । କଟକ ସହରରେ ଲକଡାଉନ ପାଇଁ କୌଣସି ମସଜିଦ ରେ ୫ଜଣଙ୍କ ରୁ ଉର୍ଦ୍ଧ ଲୋକେ କରିପାରିବେ ନାହିଁ ନମାଜ ପାଠ।ଏହା ସହ

୩ ଜିଲ୍ଲା ଗସ୍ତରେ ୫ ଟି ସଚିବ ଓ ଉନ୍ନୟନ କମିଶନର

ରାଜ୍ୟରେ କରୋନା ମୁକାବିଲାର ପ୍ରସ୍ତୁତି ନୀରିକ୍ଷଣ କରିବା ପାଇଁ ୫ ଟି ସଚିବ ଭି.କେ. ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର  ଆଜି ୩ ଟି ଜିଲ୍ଲ। ଗସ୍ତରେ ଅଛନ୍ତି।  ଗୁରୁବାର ୫ ଟି ସଚିବ ଏବଂ ଉନ୍ନୟନ କମିଶନର କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ 

ଶେଲଟର ହୋମ ପାଇଁ ମାସ୍କ ତିଆରି କଲେ ରାଷ୍ଟ୍ରପତିଙ୍କ ପତ୍ନୀ

କୁହାଯାଏ ଦେଶ ଯେତେବେଳେ ସଙ୍କଟମୟ ସ୍ଥିତିର ସମ୍ମୁଖୀନ ହୋଇଥାଏ ସେତେବେଳେ ପ୍ରତ୍ୟେକ ନାଗରିକ ଯବାନଙ୍କ ଭଳି କାମ କରିବା ଦରକାର। ପ୍ରତ୍ୟେକ ନାଗରିକଙ୍କୁ ଦେଶର ହିତ ପାଇଁ ସହଯୋଗ କରିବାକୁ ପଡ଼ିଥାଏ।ଏଭଳି କଲେ ଯାଇ ଦେଶ ମଙ୍ଗଳ ହୋଇଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି

ରାଜ୍ୟ ବାହାରେ ଥିବା ଓଡ଼ିଆ ଆସିବାକୁ ଚାହୁଁଥିଲେ ପଞ୍ଜିକରଣ ବାଧ୍ୟତାମୂଳକ

ଶୁକ୍ରବାରଠୁ ସ୍ୱତନ୍ତ୍ର ୱେବସାଇଟରେ କରିହେବ ପଞ୍ଜିକରଣ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ବିନା ପଞ୍ଜିକରଣରେ ନିଜ ଘରକୁ ଫେରିପାରିବେ ନାହିଁ ଓ ଓଡ଼ିଶାକୁ ଫେରିବାପରେ ସେମାନଙ୍କୁ ନିଶ୍ଚିତ ଭାବେ ୧୪ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ

ଫସିବେ ଫେକ୍‌କଲକାରୀ, ମାମଲା ରୁଜୁ

ଥଟ୍ଟା-ମଜା କରିବା ମହଙ୍ଗା ପଡିଲା । ଟାଇମପାସ୍ ପାଇଁ କଲ ସେଣ୍ଟରକୁ କଲ କରି ଝିଅଙ୍କ ସହ ଗପିବା ଏବେ ଫେକ କଲକାରୀଙ୍କ ପାଇଁ କାଳ ସାଜିଲା । ପୁଲିସ ଫେକକଲକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ଖୁବଶୀଘ୍ର ସେମାନଙ୍କୁ ପୁଲିସ ବାନ୍ଧିବ ବୋଲି ଜଣାପଡିଛି । ୧୦୪ ହେଲଫ

ସରକାରୀ ୱେବସାଇଟରେ ଚାଷୀ ବିକିବେ ପନିପରିବା

କରୋନା ଯୋଗୁ ରାଜ୍ୟରେ ଲକଡାଉନ୍ ଥିବାରୁ ଚାଷୀମାନେ ନିଜର ଉତ୍ପାଦିତ ଫଳ,ପନିପରିବାର, ଫୁଲ ଓ ମସଲା ଇତ୍ୟାଦି ଉଦ୍ୟାନଭିତ୍ତିକ ଫସଲର ଉପଯୁକ୍ତ ବିକ୍ରିକଟା କରିବାରେ ଅସୁବିଧା ହେଉଥିବାରୁ ରାଜ୍ୟ ସରକାର ଏବେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ‘ଓଡ଼ିହର୍ଟିମାର୍କେଟିଂ ଡଟ୍ ଏନଆଇସି

ହ୍ବାଟ୍‌ସ୍ଆପ୍‌ରେ ମିଳିବ ଓଡିଶା ସରକାରଙ୍କ କରୋନା ତଥ୍ୟ

କରୋନାଭାଇସ୍ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେବା ନିମନ୍ତେ ରାଜ୍ୟ ସରକାର ହ୍ବାଟ୍‌ସ୍ଆପ୍‌ରେ କୋଭିଡ୍ ହେଲ୍‌ପ୍‌ଡେସ୍କ ଆରମ୍ଭ କରିଛନ୍ତି।ବହ୍ବାଟ୍‌ସ୍‌ଆପ୍‌ରେ କୋଭିଡ୍-୧୯ ସଂକ୍ରାନ୍ତ ସମସ୍ତ ଅପ୍‌ଡେଟ୍‌ସ୍ ପାଇବା ନିମନ୍ତେ ୯୩୩୭୯୨୯୦୦୦ ହାଇ ‘Hi’ କିଂବା bi.ly/OGCovidWhatsAppରେ

କରୋନା ରୋକିବାକୁ ରାଜ୍ୟର ସବୁ ସରପଞ୍ଚମାନଙ୍କୁ ଶପଥ କାରାଇଲେ ନବୀନ

କରୋନା ମୁକାବିଲା ନେଇ ରାଜ୍ୟର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଶପଥ କରାଇଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସରପଞ୍ଚମାନେ ଗାଁରେ କରୋନାକୁ ପଶେଇ ନ ଦେବାକୁ ଶପଥ ନେଇଛନ୍ତି।