Browsing Category
Odia
ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ
ରାଜ୍ୟରେ ଗତକାଲି ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ କରାଯାଇଛି । ଗୋଟିଏ ଦିନରେ ମୋଟ ୨୦୨୭ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଆରଏମଆରସିରେ ସର୍ବାଧିକ ୧୨୩୪, ଏମ୍ସରେ ୭୭, ଏସସିବିରେ ୩୭୮, ଏମକେସିଜିରେ ୪୧, ଭିମସାରେ ୩୩, ଆଇଏଲଏସରେ ୧୯୨, ଆଇଜିଏଚରେ ୫୧ ଓ ଆପୋଲୋରେ ୨୧ଟି!-->…
ରାପିଡ ଟେଷ୍ଟ କିଟରେ ତ୍ରୁଟି, ପରୀକ୍ଷା ବନ୍ଦ!
ରାପିଡ ଟେଷ୍ଟ କିଟରେ ତ୍ରୁଟି ଥିବା ଅଭିଯୋଗ ଆସିବା ପରେ ପରୀକ୍ଷାକୁ ଦୁଇଦିନ ପାଇଁ ବନ୍ଦ ରଖାଯାଇଛି । ଆଇସିଏମଆର ବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ପରିକ୍ଷା ବନ୍ଦ ପାଇଁ କୁହାଯାଇଛି । ଏଥିସହିତ ଅଭିଯୋଗର ତଦନ୍ତ କରାଯିବ ।
ଆଇସିଏମଆର୍ ପକ୍ଷରୁସାମ୍ବାଦିକ!-->!-->!-->…
ବଲିଉଡ ଷ୍ଟାର ଆମିର ଖାନଙ୍କୁ କିଲର କହିଲା ପାକିସ୍ତାନୀ ମିଡିଆ
ବଲିଉଡରେ ତିନି ଖାନ ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । କେବଳ ଭାରତରେ କାହିଁକି ସାରା ବିଶ୍ୱରେ ଏମାନଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ପାକିସ୍ତାନରେ ବି ଏମାନଙ୍କ ଫ୍ୟାନ ଫଲୋଇଂ କିଛି କମ୍ ନୁହେଁ । କିନ୍ତୁ ପାକିସ୍ତାନୀ ମିଡିଆ ଆମିର ଖାନଙ୍କୁ କିଲର ବୋଲି କହିଛି । ଯାହାକୁ ନେଇ ଏବେ!-->…
ପାଣିରେ ବି କରୋନା ଭାଇରସ୍
ମହାମାରୀ କରୋନା ଭାଇରସ ବିଷୟରେ ଯେତେ ସର୍ଭେ ହେଉଛି, ସେତେ ନୂଆ ନୂଆ ତଥ୍ୟା ସାମନାକୁ ଆସୁଛି । ବର୍ତ୍ତମାନ ସମୟରେ ବୈଜ୍ଞାନିକମାନେ କରୋନାର ଚିକିତ୍ସା ଓ ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବାୟୁରେ କରୋନା ଭାଇରସ୍ ଘଣ୍ଟା ଘଣ୍ଟା ଧରି ବଞ୍ଚିପାରେ ବୋଲି ପୂର୍ବରୁ ବୈଜ୍ଞନିକମାନେ!-->…
ସରକାରୀ ବାବୁଙ୍କଠାରୁ ଅଧିକ ଦରମା ପାଆନ୍ତି ଅମ୍ବାନୀ ଘରର ଚାକର, ଜାଣନ୍ତୁ କିପରି ହୁଏ ସିଲେକ୍ସନ?
ଧନୀ ଲିଷ୍ଟର ଶୀର୍ଷରେ ଥିବା ମୁକେଶ ଅମ୍ବାନୀ ହେଉଛି ଦକ୍ଷିଣ ମୁମ୍ବାଇର ସବୁଠାରୁ ଦାମି ଘର ଆଣ୍ଟିଲିଆର ମାଲିକ । ଏହି ଘରର ଦାମ୍ ୧ ମିଲିୟନ ଆମେରିକୀୟ ଡଲାରଠାରୁ ବି ଅଧିକ ହେବ । ଏହି ଘରେ ୨୭ଟି ରୁମ୍ ଥିବା ବେଳେ ଏଠି ୬୦୦ ଲୋକ କାମ କରୁଛନ୍ତି । ସେମାନଙ୍କୁ ସିଲେକ୍ସନ କରିବା ପାଇଁ କିଛି!-->…
ହରଡ଼ଘଣାରେ ବଡ଼ଚଣା ଥାନା ଅଧିକାରୀ
ସରକାରଙ୍କ ସବୁ ନିୟମ କଟକଣାକୁ ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ଇନସ୍ପେକ୍ଟର ଦୀପକ ଜେନା ଫୁ’ କରିଦେଇଛନ୍ତି । କଟକଣା ସତ୍ୱେ ସେ ନିଜର କ୍ଷମତାର ଅପବ୍ୟହାର କରି ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ତଳିଆ କର୍ମଚାରୀଙ୍କୁ ନାଲି ଆଖି ଦେଖାଇ ପୁଲିସ!-->…
ଅନଲାଇନରେ ମଗାଇପାରିବେ ଜରୁରୀ ସାମଗ୍ରୀ
କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେଣୁ ଲୋକମାନେ ଜରୁରୀସାମଗ୍ରୀ ପାଇଁ ହଇରାଣ ମଧ୍ୟ ହେଉଛନ୍ତି । ତେଣୁ ଅନଲାଇନ କମ୍ପାନିଗୁଡ଼ିକୁ କେବଳ ଜରୁରୀକାଳୀନ ସାମଗ୍ରୀ ପଠାଇବା ପାଇଁ ଅନୁମତି ଦିଆଯାଇଛି । ଏହାସହ ଲକ୍ ଡାଉନରେ!-->…
ଫସି ରହିଥିବା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା
କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ତାଲାବନ୍ଦ ଥିବା ଯୋଗୁଁ ବହୁ ଶ୍ରମିକ ଫସି ରହିଛନ୍ତି । ସେହି ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଜି ଏକ ବଡ଼ ଘୋଷଣା କରାଯାଇଛି । ରାଜ୍ୟ ଭିତରେ ଯିବା ଆସିବା କରି ଦାଦନ ଶ୍ରମିକମାନେ କାମ କରିପାରିବେ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ଏସଓପି ଜାରି!-->…
୨୪ଘଣ୍ଟାରେ ସାମ୍ନାକୁ ଆସିଛି ୧୩୪୮ନୂଆ କେସ୍
ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦ କଟକଣା କଡ଼ାକଡ଼ି ଭାବେ ପାଳନ ହେବା ଦରକାର । ଗ୍ରାମାଞ୍ଚଳକୁ ଲଗାତାର ଗସ୍ତ କରାଯାଉ । ଏହି ପରିସ୍ଥିତିରେ ଉଚିତ!-->…
୧୪ ନୁହେଁ, ୨୮ ଦିନ ପରେ ନଜର ଆସୁଛି କରୋନା ଲକ୍ଷଣ
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ୧୪ ଦିନିଆ କ୍ୱାରେଣ୍ଟାଇନ ଉପରେ ଏବେ ପ୍ରଶ୍ନ ଉଠିଛି । ଡବ୍ଲୁଏଚଓର ଗାଇଡଲାଇନ୍ ଅନୁସାରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ୧୪ ଦିନ ପରେ କରୋନା ଲକ୍ଷଣ ଜଣାପଡେ । କିନ୍ତୁ କେରଳରେ ବହୁ ଘଟଣା ସାମନାକୁ ଆସିଛି, ଯେଉଁଥିରେ ଲୋକଙ୍କର ୧୪ ନୁହେଁ!-->…