Browsing Category
Odia
ଭୁବନେଶ୍ୱରରେ କାଲି କଣ ଖୋଲା ରହିବ ,କଣ ରହିବ ବନ୍ଦ
କାଲିଠୁ କୋହଳ ହେବ ଲକ୍ ଡାଉନ । କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । କିନ୍ତ୍ୁ ଆପଣ ଯଦି ଭୁବନେଶ୍ୱର ବାସୀ ତା ହେଲେ ଜାଣି ନିଅନ୍ତୁ କାଲିଠୁ କଣ ଖୋଲିବ କଣ ରହିବ ବନ୍ଦ । ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ପରବର୍ତ୍ତି ନିଷ୍ପତ୍ତି ପର୍ଯ୍ୟନ୍ତ ଜାରୀ ରହିବ ଲକ ଡାଉନ!-->…
ସହରାଞ୍ଚଳର ଗରିବଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ସାଢ଼େ ୪ ଲକ୍ଷ ପରିବାର
କୋଭିଡ୍ ୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି । Urban Wage Employment Intiative ନାଁରେ ୧୦୦ କୋଟି ଟଙ୍କାର ଏକ ଜରୁରୀକାଳୀନ କାର୍ଯ୍ୟକ୍ରମକୁ ସହରାଞ୍ଚଳ ଗରିବଙ୍କ ପାଇଁ ଉପହାର ଦେଇଛନ୍ତି । ରାଜ୍ୟର ୧୧୪ ଟି ପୌରାଞ୍ଚଳରେ!-->…
କରୋନା ସଂକଟ ପାଇଁ ରେପୋ ରେଟ୍ରେ ହ୍ରାସ କଲା ଆରବିଆଇ, ବିଶ୍ୱ ଜିଡିପିରେ ୯ ଲକ୍ଷ କୋଟି ଟଙ୍କାର କ୍ଷତି ଆଶଙ୍କା
କରୋନା ସଂକଟ ଓ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଆଜି ଆରବିଆଇ ରେପୋ ରେଟ୍କୁ ହ୍ରାସ କରିଛନ୍ତି। 0.25 ବେସ ପଏଣ୍ଟ ହ୍ରାସ କରିବା ପରେ ରେପୋ ରେଟ୍ 4%ରୁ ହ୍ରାସ ପାଇ 3.75%ରେ ପହଞ୍ଚିଛି। ଏହି ରେପୋ ରେଟ୍ ହ୍ରାସ ପରେ ବ୍ୟାଙ୍କଗୁଡିକ ଫାଇଦା ମିଳିବ।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର!-->!-->!-->…
ଲକ୍ଡ଼ାଉନ ସମୟ ରେ ଯାଜପୁର ରୋଡ଼ ନେସନାଲ ମାର୍ବଲ ଚାଲାଇଛି ଅବାଧ ରେ ମାର୍ବଲ ବେପାର !
ଯାଜପୁର :-ଯାଜପୁର ଜିଲ୍ଲା ରେ ଏ ଯାବତ୍ 2ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି | ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ୟାସନଗର ପୌରାଞ୍ଚଳ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାଜପୁର ରୋଡ଼ ବ୍ୟାଙ୍କ ଷ୍ଟ୍ରିଟ ଅଞ୍ଚଳ ର ନେସନାଲ!-->…
ରାଜ୍ୟରେ ୪ ନୂଆ କରୋନା ଆକ୍ରାନ୍ତ, ମୋଟ ୫୪ ଜଣ
ଆଜି ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ୫୩ ଜଣଙ୍କ ମଧ୍ୟରୁ ୪୧ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଆଜି ସୂଚନା ଦେଇଛି ରାଜ୍ୟ!-->…
୮୦ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ ‘କରୋନା’ ଲକ୍ଷଣ ନାହିଁ
ରାଜ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏପରିକି ଏବେ ସୁଦ୍ଧା ୩୭ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାରି ମଧ୍ୟରେ ବଡ଼ ଖବର!-->…
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ, ମୋଟ ୫୦
ରାଜ୍ୟରେ ଆଉ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ୫୦ ଜଣଙ୍କ ମଧ୍ୟରୁ ୩୭ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ!-->…
କରୋନା: ଘରୋଇ ସ୍କୁଲ ଗୁଡ଼ିକ ଫି’ କମାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ମହାମାରୀ କରୋନା ଭାଇରସ୍ ପାଇଁ ସାରା ବିଶ୍ବ ସଙ୍କଟ ଦେଇ ଗତି କରୁଛି। ଏହି ଭାଇରସ୍ ର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ଡାଉନ୍। ଏଥିପାଇଁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ଲକ୍ଡାଉନ୍ ଏବଂ କୋଭିଡ୍-୧୯ ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ!-->…
ଅମାନିଆ ଗାଡ଼ିଚାଳକ ସାବଧାନ: ବଦଳିଲା ହାଇକୋର୍ଟ ନିର୍ଦ୍ଦେଶ
ଭୁବନେଶ୍ବର ଏଜି ଛକରେ ପୁଲିସ ପକ୍ଷରୁ ପ୍ରତିବନ୍ଧକ
ରାସ୍ତାରେ ଯାତାୟତ ଗାଡ଼ିକୁ ପୁଲିସ ଜବତ କରିପାରିବନି ବୋଲି ଗତକାଲି ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ହାଇକୋର୍ଟ ଆଜି ପୁଣି ନିଜ ନିଷ୍ପତ୍ତିରେ ସଂଶୋଧନ ଆଣିଛନ୍ତି। କୋହଳ ହୋଇଥିବା ଗାଡ଼ି ଚଳାଚଳ କଟକଣା ପୁଣି ଲାଗୁ ହୋଇଛି।
!-->!-->!-->!-->!-->…
କରୋନା: କ୍ରାଇମ୍ବ୍ରାଞ୍ଚ୍ ଜାରି କଲା ଆଡ୍ଭାଇଜରି
ମହାମାର କରୋନା ଭାଇରସକୁ ନେଇ ସମସ୍ତେ ଚନ୍ତିତ। ଏହାରି ମଧ୍ୟରେ ମହାମାରୀ କରୋନା ସଂପର୍କରେ ମିଥ୍ୟା ଖବର ଓ ଗୁଜବ ପ୍ରଚାର ଭଳି ଘଟଣାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରିବା ପାଇଁ କ୍ରାଇମ୍ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ କରୋନା ସଂପର୍କରେ କୌଣସି ଭିତ୍ତିହୀନ ଓ!-->…