Browsing Category
Odia
କ୍ରିକେଟ ଖେଳରୁ କରୋନା, କଳାହାଣ୍ଡିରେ ଆଉ ଜଣେ ପଜିଟିଭ୍ ଚିହ୍ନଟ
ଗତକାଲି ବିଳମ୍ବିତ ରାତିରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଳାହାଣ୍ଡିରେ ଜଣେ ବ୍ୟକ୍ତି ଅଛନ୍ତି। ଏହା ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୨ରେ ପହଞ୍ଚିଛି। ଗତକାଲି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ପ୍ରଥମ କରୋନା!-->…
ତାମିଲ କିଶୋର ପତ୍ରିକାରେ ନବୀନ ହିରୋ
କରୋନା ଲଢ଼େଇରେ ସମଗ୍ର ବିଶ୍ବକୁ ପଥ ପ୍ରଦର୍ଶନ କରୁଛି ଓଡ଼ିଶା ମଡେଲ। କୋଭିଡ୍-୧୯ ଭୟଙ୍କର ଭୂତାଣୁର ପ୍ରଭାବରୁ ରାଜ୍ୟକୁ ରକ୍ଷା କରିିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ପଦକ୍ଷେପ ଓ ଜନହିତକାରୀ କାର୍ଯ୍ୟ ସମଗ୍ର ବିଶ୍ବ ପାଇଁ ଉଦାହରଣ ସାଜିଛି। ନବୀନ ଓ ତାଙ୍କର କୋଭିଡ୍!-->…
ତାଲାବନ୍ଦ ସମୟରେ ଗାଡ଼ି ଜବତ କରିପାରିବନି ପୁଲିସ, ଜବତ ଗାଡ଼ି ତୁରନ୍ତ ଛାଡ଼
ଆଜି ଓଡ଼ିଶା ହାଇକୋର୍ଟ ରାଜ୍ୟ ପୁଲିସ ବିଭାଗକୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପାଇଁ ତାଲା ବନ୍ଦ ସମୟରେ ପୁଲିସ ଜନତାଙ୍କର ଗାଡ଼ି ଛଡ଼ାଇ ନେଇପାରିବନାହିଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ। ଏପରିକି ଯେଉଁ ଗାଡ଼ି ସବୁ ଜବତ ହୋଇଛି, ସେସବୁକୁ ତୁରନ୍ତ ଛଡ଼ାଯାଉ ବୋଲି କୋର୍ଟ!-->…
ଢେଙ୍କାନାଳରେ ପ୍ରଥମ କରୋନା ଆକ୍ରାନ୍ତ
ଓଡ଼ିଶାରେ ଆଜି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଭୁବନେଶ୍ବରର ହୋଇଥିବା ବେଳେ ଢେଙ୍କାନାଳରେ ମିିଳିଛି ପ୍ରଥମ କରୋନା ପଜିିଟିଭ୍। ଏମାନଙ୍କ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିିଛି।
ଢେଙ୍କାନାଳ ସହରର ଜଣେ ୫୧ ବର୍ଷର ମହିଳାଙ୍କ ଠାରେ ଆଜି କରୋନା!-->!-->!-->…
ଏପ୍ରିଲ ୩୦ ଯାଏ ବଢ଼ିଲା ଲକ୍ଡାଉନ୍ ଅବଧି
ଆଜି ଅନୁଷ୍ଠିତ ହୋଇଥିବା ଓଡ଼ିଶା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ ଅବଧି ବଢ଼ାଯାଇଥିବା ବେଳେ କେନ୍ଦ୍ର ପାଖରେ ମଧ୍ୟ ସମାନ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର।
ଦେଶରେ ଟ୍ରେନ୍ ଓ ବିମାନ ଚଳଚଳ!-->!-->!-->…
ଜୁନ ୧୭ ଯାଏ ବନ୍ଦ ରହିବ ଶିକ୍ଷାନୁଷ୍ଠାନ: ନବୀନ ପଟ୍ଟନାୟକ
ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍ଡାଉନ୍ ଅବଧି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଡାଉନ୍ ସମୟକକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା!-->…
ଲକ୍ଡାଉନ୍: ଅର୍ଡର କଲେ ଘରେ ପହଞ୍ଚିବ ମଦ, ଅନୁମତି ଦେଲେ ଏହି ସରକାର
ମହାମାରୀ କରୋନାର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍ଡାଉନ୍। ଏହାରି ମଧ୍ୟରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକ୍ଡାଉନ୍ ସମୟରେ ମଦର ହୋମ ଡେ଼ଲିଭରିକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଏକ୍ସାଇଜ୍!-->…
ସାବଧାନ ଭୁବନେଶ୍ବର: ଏହି ଓମଫେଡ୍ ବୁଥକୁ ୧୪ ଦିନ ଭିତରେ ଯାଇଛନ୍ତି କି?
ଆଜି ସତ୍ୟନଗର ଅଞ୍ଚଳକୁ ଭୁବନେଶ୍ବର ମହାନଗର କର୍ତୃପକ୍ଷ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ କରିିଥିବା ବେଳେ ଏଠାରେ ୪ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ତେବେ ଏହି ୪ ଜଣଙ୍କ ମଧ୍ୟରୁ ବହୁବାର ଏକ ଓମଫେଡ୍ ବୁଥ୍କୁ ଯାଇଥିବାରୁ ଏ ନେଇ ଲୋକମାନଙ୍କୁ ସଚେତନ କରାଇଛନ୍ତି!-->…
ଉତ୍ତର ପ୍ରଦେଶ: ସଂପୂର୍ଣ୍ଣ ଭାବେ ସିଲ୍ ହେବ ୧୫ ଜିଲ୍ଲା
ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍ ଡାଉନ୍। ଏହି ୨୧ ଦିନିର ଲକ୍ଡାଊନ୍ ୧୪ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏପରିକି କରୋନାର କାୟାକୁ ଦେଖି ଲକ୍ଡାଉନ୍ର ଅବଧି ବୃଦ୍ଧି କରିବା ପାଇଁ କିଛି ରାଜ୍ୟ ଦାବି କରୁୁଛନ୍ତି। ଏନେଇ ମଧ୍ୟ!-->…
ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏଭଳି ଏକ ସଙ୍କଟ!-->!-->!-->…