Browsing Category
Odia
କୋଭିଡ-୧୯ ପରୀକ୍ଷା ମାଗଣାରେ ହେଉ, ସରକାର ସୁନିଶ୍ଚିତ କରନ୍ତୁ: ସୁପ୍ରିମକୋର୍ଟ
ଭାରତରେ ଦିନକୁ ଦିନ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କୋଭିଡ-୧୯ ପରୀକ୍ଷା ମାଗଣାରେ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର କିଛି ବ୍ୟବସ୍ଥା କରନ୍ତୁ ଓ ବିଶେଷ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି!-->…
ବଢ଼ିପାରେ ଲକ୍ଡାଉନ୍ ଅବଧି, ବିଚାର କରୁଛନ୍ତି କେନ୍ଦ୍ର ସରକାର
ଲକ୍ଡାଉନ୍ ଅବଧି ବଢ଼ାଇବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ସରକାର ଓ ଅଭିଜ୍ଞ ବ୍ୟଙ୍କିମାନଙ୍କ ଠାରୁ ଏ ନେଇ ପରାମର୍ଶ ପାଇବା ପରେ ଏବେ ଏପ୍ରିଲ ୧୪ ପରେ ଲକ୍ଡାଉନ୍ ଅବଧି ବିସ୍ତାର କରିବା ପାଇଁ ସରକାର ଚିନ୍ତା କରୁଛନ୍ତି।
ଭାରତରେ!-->!-->!-->…
ତାବ୍ଲିଘି ମୁଖ୍ୟଙ୍କୁ ଠାବ କଲା ପୁଲିସ, କ୍ବାରାଣ୍ଟିନ୍ ପରେ ଗିରଫ
ତାବ୍ଲିଘି ଜମାତ୍ ମର୍କାଜା ଆୟୋଜନର ମୁଖ୍ୟ ମୁଖ୍ୟ କୁହାଯାଉଥିବା ମୌଲାମ ମହମ୍ମଦ ସାଦ୍ଙ୍କ ସନ୍ଧାନ ପାଇଛି ଦିଲ୍ଲୀ ପୁଲିସ। ମୌଲାନା ଏବେ ସଙ୍ଗରୋଧରେ ଥିବା ବେଳେ ଏହି ଅବଧି ଶେଷହେଲେ ତାଙ୍କୁ ପଚରାଉଚରା ପାଇଁ ଅଣାଯିବ। ଲକ୍ଡାଉନ୍ ନିୟମ ଅମାନ୍ୟ କରି ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ଏକାଠି!-->…
ଫେସ୍ବୁକରେ ସାଇବର ଠକ: ଏହି ନମ୍ବରରେ ଫୋନ କଲେ ଘରେ ପହଞ୍ଚିବ ମଦ
ରାଜ୍ୟବାସୀ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ଆରମ୍ଭ ହୋଇଯାଇଛି ସାଇବର ଠକେଇର ନୂଆ ଅଧ୍ୟାୟ। ଲକ୍ଡାଉନ୍ ସମୟରେ ମଦ ଦୋକାନ ବନ୍ଦ ଥିବା ବେଳେ ମଦ ହୋମ୍ ଡେଲିଭରୀ ନାମରେ ଠକେଇର ଜାଲ ବିଛାଇଛନ୍ତି ସାଇବର ଡକାୟତ। ଫେସବୁକ୍କୁ ଏଥିପାଇଁ ଏମାନେ ସହଜ ମାଧ୍ୟମ କରିଛନ୍ତି।
!-->!-->!-->…
ଖୁବ୍ଶୀଘ୍ର ଭାରତ ଆୟୁର୍ବେଦ ପଦ୍ଧତି ଦ୍ବାରା କରୋନା ଭାଇରସ୍ ରୋଗୀଙ୍କ ଚିକିତ୍ସା କରିବ: ଆୟୁଷ ମନ୍ତ୍ରୀ
ଆୟୁର୍ବେଦିକ ପଦ୍ଧତିର ବ୍ୟବହାର କରି ଭାରତ ଶୀଘ୍ର କରୋନା ଜୀବାଣୁ ରୋଗୀଙ୍କୁ ଚିକିତ୍ସା କରିବ। ଏଭଳି କିଛି ଆତ୍ମବିଶ୍ୱାସର ସହ କହିଛନ୍ତି ଆୟୁଷ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକ ପ୍ରାମାଣିକତାର ଅଭାବ ହେତୁ ଭାରତର ଏହି ପ୍ରାଚୀନ ଚିକିତ୍ସା!-->…
କଣ୍ଟେନ୍ମେଣ୍ଟ୍ ଅଞ୍ଚଳ ଘୋଷଣା ହେଲା ‘ସତ୍ୟ ନଗର’
ଆଜି ଭୁବନେଶ୍ୱରର ସତ୍ୟ ନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମ୍ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ବିଏମସି। ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଯାହା ଫଳରେ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି।
ସେଥିପାଇଁ!-->!-->!-->…
କରୋନା ଓଡ଼ିଶାରେ ପହଞ୍ଚିଲା ୩୫୦୦ କେଜି ସ୍ବାସ୍ଥ୍ୟ ସାମଗ୍ରୀ
କୋଭିଡ୍-୧୯ ପରୀଷଣ କିଟ୍ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି। ସୋମବାର ସଂଧ୍ୟାରେ ୩,୫୦୦ କେଜିର ସ୍ବାସ୍ଥ୍ୟ ସାମଗ୍ରୀ ସହ ଧରି ଭାରତୀୟ ବାୟୁସେନାର ଏକ ବିମାନ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା ବିମାନଟି ଚେନ୍ନାଇ ନିକଟସ୍ଥ ତାମ୍ବାରାମ ଏୟାର!-->…
ମାସ୍କ କିମ୍ୱା ରୁମାଲ୍ ନବାନ୍ଧିଲେ ଗଣିବେ ତଣ୍ଡ : ବ୍ରହ୍ମପୁର
ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ମାସ୍କ କିମ୍ୱା ରୁମାଲ୍ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଏ!-->…
ଆଜି ରାତି ୮ଟାରେ ସଟ୍ଡାଉନ୍ ଉଠିବ, ଗହଳି କରିବେ ନାହିଁ: ଅସିତ୍ ତ୍ରିପାଠୀ
ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରୁ ସଟ୍ଡାଉନ୍ ଉଠିଯିବ। ଏହାପରେ ଭିଡ଼ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆହୁରି ସେ କହିଛନ୍ତି ଯେ, ରାତି ୮ଟାରେ ସଟ୍ଡାଉନ୍ ଉଠିଲା ପରେ କେହି ମାର୍କେଟ ଯାଆନ୍ତୁ ନାହିଁ। ଯଦି ଆପଣମାନେ!-->…
ଜମ୍ମୁ କଶ୍ମୀର: ୨୪ ଘଣ୍ଟାରେ ୯ ଆତଙ୍କବାଦୀ ସଫା, ଜଣେ ଯବାନ ଶହୀଦ
ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ପାଲଟା ଜବାବ ଦେଇଛି। ଭାରତୀୟ!-->…