Browsing Category
Odia
ଭୁବନେଶ୍ବରରେ ନକଲି ସାନିଟାଇଜର୍ କାରଖାନା
ସାରା ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଲକ୍ଡାୁନ୍ ସମୟରେ ହାଣ୍ଡଓ୍ବାସ୍ ଓ ସାନିଟାଇଜର୍ର ଅଭାବ ଦେଖାଦେଇଛି। ଏଭଳି ସମୟର ଫାଇଦା ନେବାକୁ ଯାଇ ସ୍ଥାନୀୟ ଝାରପଡ଼ାରେ ଏକ ନକଲି ସାନିଟାଇଜର୍ ଓ ହାଣ୍ଡଓ୍ବାସ ତିଆରି କାରଖାନା ଠାବ ହୋଇଛି।
ଡ୍ରଗ୍ ଇନସ୍ପେକ୍ଟର ଏ ବାବଦରେ ବିଶ୍ବସ୍ତ!-->!-->!-->…
ମୋଦିଙ୍କୁ ନବୀନଙ୍କ ଚିଠି: ୩୮୦ କୋଟି ଟଙ୍କା ବେରୋଜଗାର ଭତ୍ତା ଦିଅ
କରୋନା ସଂକ୍ରମଣ ଭୟରେ ସାରା ଦେଶ ୨୧ ଦିନ ଲକ୍ଡାଉନ୍ ଥିବା ବେଳେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGA)ରେ ସାମିଲ ବ୍ୟକ୍ତିଙ୍କୁ ଏହି ୨୧ ଦିନର ବେରୋଜଗାର ଭତ୍ତା ଦେବାପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଚିଠିରେ!-->!-->!-->…
ପ୍ରବାସୀ ଓଡ଼ିଆ ସଙ୍ଗଠନଙ୍କୁ ସହଯୋଗ ମାଗିଲେ ନବୀନ କହିଲେ ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ କର
ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକ ଡାଉନ। ଲକ ଉାଉନ ଫଳରେ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ଓଡ଼ିଆ ବାସୀ। ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ମାନଙ୍କୁ ସାହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରବାସୀ ଓଡ଼ିଆ ସଙ୍ଗଠନକୁ ଅନୁରୋଧ!-->…
ଗରୀବଙ୍କୁ ମାଗଣା ରନ୍ଧାଖାଦ୍ୟ, ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ସହାୟତା
ରାଜ୍ୟରେ କରୋନା ଜନିତ ଲକ୍ଡାଉନ୍ଖୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଗରିବ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଦେବା ସହ ରାଜ୍ୟ ସରକାର ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ!-->…
କରୋନା ଭାରତରେ ୭୨୭ ଆକ୍ରାନ୍ତ, ୨୦ ମୃତ
ଭାରତରେ ଲକ୍ଡାଉନ୍ ସତ୍ତ୍ବେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ଦେଶରେ ୭୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।
ଓଡ଼ିଶାରେ ଗତକାଲି ରାତିରେ ଜଣେ ନୂଆ ବ୍ୟକ୍ତିଙ୍କ ଦେହରେ ସଂକ୍ରମଣ ଠାବ କରାଯାଇଛି। ତାଙ୍କ ବୟସ!-->!-->!-->…
କରୋନା ଇଟାଲି ଓ ଚୀନକୁ ବଳିଗଲା ଆମେରିକା
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଚୀନ୍ ଆଉ ଇତାଲିକୁ ବି ବଳିଯାଇଛି ଆମେରିକାର ସଂକ୍ରମିତଙ୍କ ସଂଖ୍ୟା। ଏବେ ସୁଦ୍ଧା ଆମେରିକାରେ ୮୫,୪୩୫ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ବିଶ୍ବରେ ଏହା ସର୍ବାଧିକ। ଆମେରିକା ପଛକୁ ରହିଛି ଚୀନ୍। ଏଠାରେ ୮୧,୩୪୦!-->…
ଓଡ଼ିଶାରେ ୩ୟ କରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ୩ୟ ପଜିଟିଭ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟରେ ସୂଚନା ଦେଲା। ପଜିଟିଭ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ। ଏବଂ ସେ ଭୁବନେଶ୍ବର ଅଞ୍ଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଏଥିସହିତ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ୩!-->…
ସମସ୍ତେ ମିଶି ମହାମାରୀ କରୋନାର ମୁକାବିଲା କରିବା: ସୁବ୍ରତ ବାଗଚୀ
ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ!-->…
ଜରୁରୀ କାର୍ଯ୍ୟରେ ନିୟୋଜିତ ଗାଡ଼ି ପାଇଁ ଷ୍ଟିକର୍ ଜାରି କଲା କମିଶନରେଟ୍ ପୁଲିସ
କରୋନା ଲକ୍ଡାଉନ୍ ସମୟରେ ଜରୁରୀ ଦ୍ରବ୍ୟ ପରିବହନ ଓ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଲାଗିବ CHECKED ଷ୍ଟିକର୍। ଆଜି ଠାରୁ ଭୁବନେଶ୍ବର ଓ କଟକ ସହରରେ ଏହି ସେବା ଆରମ୍ଭ କରିଛନ୍ତି କମିଶନରେଟ୍ ପୁଲିସ।
ଉପଯୁକ୍ତ ପ୍ରମାଣ ଦେଇ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି!-->!-->!-->…
କ୍ଷୀର ପାଇଁ ଘରୁ ବାହାରିଥିଲେ ପୁଲିସ ପିଟି ପିଟି ମାରିଦେଲା
ପୁଲିସ ମାଡ଼ରେ ଜଣେ ୩୨ ବର୍ଷିୟ ଯୁବକଙ୍କର ମୃତ୍ୟୁ ହୋଇଛି। ଲକ୍ଡାଉନ୍ ସମୟରେ ସେ କ୍ଷୀର କିଣିବାକୁ ଘରୁ ବାହାରକୁ ବାହାରିଥିଲେ। ପୁଲିସ ମାଡ଼ରେ ଗରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଡାକ୍ତ ସେଠାରେ ଯୁବକ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ହାଓଡ଼ା ବାସିନ୍ଦା!-->!-->!-->…