Browsing Category
Odia
କରୋନା ଦେଶରେ ୬୫୦ ଆକ୍ରାନ୍ତ, ୧୫ ମୃତ
ଦେଶବ୍ୟାପୀ ଲକ୍ଡାଉନ୍ ସତ୍ତ୍ବେ ବଢ଼ିଚାଲିଛି କରୋନା ସଂକ୍ରମଣ। ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୦ ଡେଇଁଥିବାଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି।
ପୂର୍ବରୁ ଏହି ସଂଖ୍ୟା ୧୩ ଥିବା ବେଳେ ଆଜି ଶ୍ରୀନଗରର ହାଇଦରପଡ଼ାରେ ଆଜି ଜଣେ ୬୫ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ!-->!-->!-->…
କରୋନା: ଓଡ଼ିଆ ପଖାଳ ପରସିଥିବା ଫ୍ଲଏଡ୍ କାର୍ଡଜ୍ଙ୍କ ମୃତ୍ୟୁ
ମୁମ୍ବାଇବାସୀଙ୍କୁ ଓଡ଼ିଶାର ପଖାଳ ଭାତ, କଖାରୁ ଫୁଲ ଭଜା ଓ ଅନ୍ୟ ତିଅଣ ଖୁଆଇଥିବା ରେସ୍ତୋରାଁର ମାଲିକ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତହୋଇ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ଫ୍ଲଏଡ୍ କାର୍ଡଜ୍। ବୃତ୍ତିରେ ସେଫ୍ ମୁମ୍ବାଇର ମୂଳନିବାସୀ ଫ୍ଲଏଡ୍ ନ୍ୟୁୟର୍କରେ ରହନ୍ତି ଓ ସେଠାରେ ଜଣେ!-->…
ଡାକ୍ତରଙ୍କୁ ୪ ମାସର ଆଗୁଆ ଦରମା
ଦିନକୁ ଦିନ ଦେଶରେ କାୟା ମେଲାଉଛି କରୋନା ଭାଇରସ। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟର!-->…
ଲକ ଡାଉନ: ନିୟମ ମାନିଲେନି, ପୋଲିସ୍ ଦେଲା ଏମିତି ଦଣ୍ଡ
କରୋନା ମହାମାରୀର ମୁକାବିଲା ପାଇଁ ଆଜିଠୁ ୨୧ ଦିନ ଯାଏ ସାରା ଦେଶ ଲକ ଡାଉନ। ଲକ ଡାଉନ ସମୟରେ ସମସ୍ତେେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅତି ଜରୁରୀକାଳୀନ କାର୍ଯ୍ୟଥିଲେ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାରର। ହେଲେ କେତେକ ସ୍ଥାନରେ କିଛି ଲୋକ ଲକ ଡାଉନକୁ!-->…
ପରିବେଶ କର୍ମୀ ଗ୍ରେଟା ଥନବର୍ଗ ‘କରୋନା’ରେ ଆକ୍ରାନ୍ତ
ବିଶ୍ବର ଜଣେ ପ୍ରଖର ଜଳବାୟୁ କର୍ମୀ ଭାବେ ବେଶ ଜଣାଶୁଣା ସ୍ବିଡେନର କିଶୋରୀ ପରିବେଶ କର୍ମୀ ଗ୍ରେଟା ଥନବର୍ଗ। ସେ ‘କରୋନା’ ଭୂତାଣୁ ଦ୍ବାରା ଆକ୍ରାନ୍ତ ଥିଲେ। ଏନେଇ ନିଜ ଇନଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେଣ୍ଟ୍ରାଲ ୟୁରୋପ ଗସ୍ତ କରିଥିବାବେଳେ ସେ ଏହି ଭୂତାଣୁ ଦ୍ବାରା!-->…
କରୋନା ଯୁଦ୍ଧରେ ସ୍ବେଚ୍ଛାସେବୀ ହେବାକୁ ଚାହୁଁଛନ୍ତି କି?, ତେବେ ଏହି ୱେବସାଇଟରେ ଆବେଦନ କରନ୍ତୁ
ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଏହା ଫଳରେ ଆଜିଠୁ ଆସନ୍ତା ୨୦ ଦିନ ଯାଏ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ମୋଦି। କରୋନା ଭୂତାଣୁ ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ପଦକ୍ଷେପ!-->…
ପ୍ରିନ୍ସ ଚାର୍ଲ୍ସଙ୍କୁ କରୋନା
ଟେନ୍ ରାଜପୁତ୍ର ଚାର୍ଲ୍ସଙ୍କୁ କରୋନା ଆକ୍ରାନ୍ତ କରିଛି। ତାଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କର ପରୀକ୍ଷଣ କରାଯାଇଥିଲା। ତାଙ୍କଠାରେ କୋଭିଡ୍-୧୯ ଭୂତାଣୁ ମିଳିଥିବା ଜଣାପଡ଼ିଛି।
ଚାର୍ଲ୍ସ କାହା ସହ ମିଶୁ ନ ଥିବା ବେଳେ କିଭଳି ତାଙ୍କ ଶରୀରକୁ ଭୂତାଣୁ ଆସିଲା ତାହା ଏବେ ଚିନ୍ତାର!-->!-->!-->…
ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା, ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ
ଦିନକୁ ଦିନ ଦେଶରେ କାୟା ମେଲାଉଛି କରୋନା ଭାଇରସ। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।
ଏଭଳି ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟର!-->!-->!-->…
କରୋନା: ପାକିସ୍ତାନରେ ୧୦୦୦ ଡେଇଁଲା, ମାସ୍କ ଓ କିଟ୍ ପଠାଇଲା ଚୀନ୍
ପାକିସ୍ତାନରେ ବେଳକୁ ବେଳ ଉଗ୍ର ହେଉଛି କରୋନା ଭୂତାଣୁ। ଆଜି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୭ରେ ପହଞ୍ଚିଛି। ଏଯାଏଁ ୭ ଜଣ ପ୍ରାଣ ହରାଇଛନ୍ତି। ପାକିସ୍ତାନକୁ ସହାୟତାର ହାତ ବଢ଼ାଇଛି ଚୀନ। ନିକଟରେ କରୋନା ବିପର୍ଯ୍ୟୟରୁ ମୁକୁଳିଥିବା ଚୀନ ପାକିସ୍ତାନକୁ ଚିକିତ୍ସା ଉପକରଣ ପଠାଇଛି।
!-->!-->!-->…
ଲକଡାଉନ: ସେୟାର ବଜାରରେ ବୃଦ୍ଧି, ନିବେଶକଙ୍କୁ ୪.୨୩ ଲକ୍ଷ କୋଟି ଲାଭ
ଆଜିଠୁ ସାରା ଦେଶ ଲକଡାଉନ। ହେଲେ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ୟାକେଜ ଘୋଷଣା ପାଇଁ ପ୍ରତିଶୃତି ଦେବା ପରେ ସେୟାର ବଜାରରେ ଆଜି ସାମାନ୍ୟ ବୃଦ୍ଧି ଦେଖାଦେଇଛି
ଅପରାହ୍ନ ୨ଟା ୩୦ ସୁଦ୍ଧା ସେନସେକ୍ସ ଓ ନିଫଟି ବୃଦ୍ଧି ପାଇବାରେ!-->!-->!-->…