Odisha News Insight
Browsing Category

Odia

ମଧ୍ୟପ୍ରଦେଶ: କମଳନାଥଙ୍କ ପ୍ରେସ୍‌ମିଟ୍‌ ଯାଇଥିବା ସାମ୍ବାଦିକ ଓ ତାଙ୍କ ଝିଅଙ୍କୁ କରୋନା

ଭୋପାଳରେ ଜଣେ ସାମ୍ବାଦିକ ଓ ତାଙ୍କ ଝିଅ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। ଏମାନଙ୍କ ସହ ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି। ସାମ୍ବାଦିକ ଜଣକ ବିଦାୟୀ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିବାର ଜଣାପଡ଼ିବା ପରେ ଏବେ ଅନ୍ୟ ସାମ୍ବାଦିକଙ୍କୁ

ମୋଦିଙ୍କ ଅନୁରୋଧକୁ ଯୋଗୀଙ୍କ ବେଖାତିର

ଘରୁ ନ ବାହାରିବା ଲାଗି ମୋଦି ଯୋଡ଼ହସ୍ତ ହୋଇ ଦେଶବାସୀଙ୍କୁ ବିକଳ ନିବେଦନ କଲେ। ସାରା ଦେଶ ଏହାକୁ ପାଳନ କରିବା ପାଇଁ ଅନୁରୋଧ ରଖିଲେ। ତେବେ ତାଙ୍କ ଦଳର ଅନ୍ୟତମ ଟାଣୁଆ ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ବେଖାତିର କରି ଘରୁ ବାହାରିଛନ୍ତି। କେବଳ ଘରୁ

ଆଇସିୟୁରେ ସ୍ବାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଗରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି।ଗତକାଲି ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ଶ୍ରୀ ପଟ୍ଟନାୟକଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସେଠାରେ

କରୋନା ମୁମ୍ବାଇରେ ଫସିଥିଲେ ୨୫ ଜଣ ବରିଷ୍ଠ ନାଗରିକ, ସହାୟତାର ହାତ ବଢାଇଲା ‘ଓଡ଼ିଶା-ମୋ ପରିବାର’

ସାରା ବିଶ୍ୱରେ ବର୍ତମାନ ମହାମାରୀ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ମୁମ୍ବାଇରେ ଫସି ରହିଥିବା ୨୫ ଜଣ ବରିଷ୍ଠ ନାଗରିକଙ୍କୁ ସହାୟତାର ହାତ ବଢାଇଲା ଓଡ଼ିଶା -ମୋ ପରିବାର। କଟକ ବରିଷ୍ଠ ନାଗରିକ ମହାସଭାର ଚେୟାରମ୍ୟାାନ ଶ୍ରୀ ବିଷ୍ଣୁ ଦାସ ସାମନ୍ତ ୨୫ ଜଣ ବରିଷ୍ଠ

ଘରୁ ଗାଡି କାଢିଲେ ସିଜ ହେବ

ଘରୁ ଗାଡି କାଢିଲେ ସିଜ ହେବ । କୈାଣସି ବାହାନା କରି ଘରୁ ଗାଡି କାଢିଲେ ବରଦାସ୍ତ କରାଯିବନି । ସ୍ୱତନ୍ତ୍ର ଆଇନବଳରେ ଆବଶ୍ୟକ ହେଲେ ଗାଡି ସିଜ୍ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । କରୋନା କଟକଣା ନେଇ ଏହିଭଳି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ବେହେରା ।ଏହାସହ

ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ ଉଠାଇପାରିବେ ଟଙ୍କା

ଦେଶରେ ଦିନକୁ ଦିନ କରୋନା ଭାଇରସକୁ ନେଇ ସ୍ଥିତି ଜଟିଳ ହେବାକୁ ଲାଗିଛି। ଏହାରିମଧ୍ୟରେ ଦେଶବାସୀଙ୍କ ସାମାନ୍ୟ ଆଶ୍ବସ୍ତି ମିଳିଛି କାରଣ ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଏଥିପାଇଁ ଫାଇନ ଆକରରେ ଟଙ୍କା ଦେବାକୁ ପଡ଼ିବନି। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର

କରୋନା ଆଇଟିଆର, ଜିଏସଟିକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ସୀତାରମଣ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ। କରୋନା ମୁକାବିଲା ପାଇଁ ଲକ୍ ଡାଉନ ଜରୁରୀ ବୋଲି ଆଜି ନିର୍ମଳା ସୀତାରମଣ କହିଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ୨୦୧୮-୧୯

ବାତିଲ ହେଲା ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା

କରୋନା ମୁକାବିଲା ପାଇଁ ସାରା ଓଡ଼ିଶା ଲକ ଡାଉନ। ଏହି ଲକ ଡାଉନ ସମୟରେ ଜରୁରୀକାଳିନ ସେବାରେ ବାହାରକୁ ଯିବାକୁ ହେଲେ ପାସ୍‌ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ହେଲେ ଏହି ପାସ୍‌ ନେବାକୁ ପୋଲିସ୍‌ ଷ୍ଟେସନରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ଏହାକୁ ନଜରରେ ରଖି ପାସ୍‌ ବ୍ୟବସ୍ଥାକୁ

୨୧ ଦିନ ଯାଏ ପୂରା ଦେଶ ଲକ୍‌ ଡାଉନ୍

ଆଜି ମଧ୍ୟରାତ୍ରିରୁ ସାରା ଦେଶ ଲକ ଡାଉନ୍। ଆଜି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଆଜି ରାତିରୁ ୨୧ ଦିନ ପାଇଁ ଦେଶ ସାରା ଜାରି ରହିବ ଲକ ଡାଉନ। ଏହା କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଆପଣ ଯିଏ

ଆମେରିକା ଅସମ୍ଭାଳ ୪୬,୧୬୮ କରୋନା ଆକ୍ରାନ୍ତ, ୫୮୨ ମୃତ

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ନିୟନ୍ତ୍ରଣ ଅଅଣାୟତ ହୋଇପଡ଼ିଛି। ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଗତ ୩ ଦିନ ଭିତରେ ୨୦,୦୦୦ରୁ ଅଧିକ ନୂଆ ରୋଗୀ ଠାବ ହୋଇଥିବା ବେଳେ କେବଳ ଆଜି ଗୋଟିଏ ଦିନରେ ପ୍ରାୟ ୧୧,୦୦୦ ନୂଆ ରୋଗୀ ଠାବ ହୋଇଛନ୍ତି। ମୋଟ