Browsing Category
Odia
୨୪ ଘଣ୍ଟିଆ ସେବା ଦେବ ମାଲଗୋଦାମ।
ଯେତେବେଳେ ପହଞ୍ଚିଲେ ବି ଯଦି ଦୋକାନ ଖୋଲା ଥିବ ତେବେ ସାଙ୍ଗେ ସାଙ୍ଗେ ଗରାଖିଙ୍କୁ ସଉଦା ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ତେଣୁ ଡ଼ରିବାର ଆବଶ୍ୟକତା କିଛି ନାହିଁ। ଆଉ ପର୍ଯ୍ୟାପ୍ତ ପରିମାଣର ମାଲ ମହଜୁଦ ଅଛି ତେଣୁ ଅଧିକ କିଣି ଅନ୍ୟର ଦାନା ମାରିବାର ଆବଶ୍ୟକତା ନାହିଁ। ଏହା ସହ ଭିଡ଼!-->…
୭ ମାସ ପରେ ମୁକ୍ତି ପାଇଲେ ଓମାର ଅବଦୁଲ୍ଲା, କହିଲେ
ଦୀର୍ଘ ୭ ମାସ ପରେ ଜମ୍ମୁ-କଶ୍ମୀରର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଆଜି ମୁକ୍ତି ମିଳିଛି। ଓମାରଙ୍କୁ ଧାରା ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀରେ ରଖା ଯାଇଥିଲା। ଓମାର ମୋଟ ୨୩୨ ଦିନ ଗୃହବନ୍ଦୀ ଭାବେ କାଟିଛନ୍ତି। ତାଙ୍କୁ ପବ୍ଲିକ୍ ସେଫ୍ଟି ଆକ୍ଟ ବା ପିଏସ୍ଏ!-->…
ବିସ୍ପୋରକ ସ୍ଥିତିରେ ମାଡି ଆସୁଛି କରୋନା, ମେ 31 ସୁଦ୍ଧା ଭାରତରେ 10 ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ…
ବିସ୍ଫୋରକ ସ୍ଥିତିରେ ଆସୁଛି କରୋନା , ମେ ୩୧ ସୁଦ୍ଧା ଭାରତରେ ଭୟଂକର ସ୍ଥିତିରେ ଥିବ କରୋନା । ଆକଳନ କରାଯାଇଛି ମେ ୩୧ ସୁଦ୍ଧା ଭାରତ ଭଳି ଉପମହାଦେଶରେ ୫୮ ହଜାର ରୁ ଉର୍ଧ୍ବ କରୋନା ଆକ୍ରାନ୍ତ ହୋଇପାରନ୍ତି । ବିଶ୍ବାସଯୋଗ୍ୟ ଆକଳନ ଅନୁସାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଭାରତୀୟ ଆକ୍ରାନ୍ତ!-->…
କରୋନା ପୁଣିଥରେ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋନ୍ଧିତ କରିବେ ମୋଦି
ଦିନକୁ ଦିନ ଦେଶରେ କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ରାତି ୮ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବେନ୍ଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟୁଇଟରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ମୋଦି ଟୁଇଟ କରି!-->!-->!-->…
କରୋନା: ରାଜ୍ୟସଭା ନିର୍ବାଚନ ସ୍ଥଗିତ
କରୋନା ଭାଇରସ ପାଇଁ ଘୁଞ୍ଚିଲା ରାଜ୍ୟସଭା ନିର୍ବାଚନ। ମାର୍ଚ୍ଚ ୨୬ ତାରିଖ ଗୁରୁବାର ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଅନିର୍ଦ୍ଦିଷ୍ଟ ସମୟ ଯାଏ ସ୍ଥଗିତ ରହିଛି। କରୋନା ଭାଇରସ୍ର ମୁକାବିଲା ପାଇଁ ଦିଲ୍ଲୀ ଏବଂ ପ୍ରାୟ ସମସ୍ତ ରାଜ୍ୟ ବର୍ତ୍ତମାନ ଲକ୍ଡାଉନ୍ରେ ରହିଥିବାରୁ ଏହି!-->…
ତାଳି ଆଳରେ ଭୁଲିଗଲେ ନିଷେଧାଜ୍ଞା, ୭ରୁ ଅଧିକ ଏକାଠି
ଦେଶ ସାରା ଜନତା କର୍ଫ୍ୟୁ ପାଳିତ ହୋଇଛି। କରୋନା ଭୂତାଣୁକୁ ନେଇ ଜନତାଙ୍କ ମନରେ ଯେତିକି ଛନକା ତା ଠାରୁ ଅଧିକ ଉତ୍ସାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜି ଦେଶ ସାରା ଲୋକେ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିଥିବା ଦେଖିବାକୁ ମିଳିଛି। ସଂଧ୍ୟାରେ ବହୁ ସଂଖ୍ୟାରେ ଲୋକ ଘର!-->…
ଭୁବନେଶ୍ବର AIIMSରେ କରୋନା ରୋଗୀ, ୧୨ ଘଣ୍ଟା ଧରି ଲୁଚାଇଥିଲେ କର୍ତୃପକ୍ଷ
ଓଡ଼ିଶାରେ ଗତକାଲି ବିଳମ୍ବିତ ରାତ୍ରିରେ ଦ୍ବିତୀୟ କୋରାନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଯୁବକ ଜଣକର ବୟସ ୧୯ ବର୍ଷ। ଏମ୍ସର ଜଣେ ବରିଷ୍ଠ ପଦାଧିକାରୀଙ୍କ ପୁତ୍ର। ଲଣ୍ଡନରେ ପାଠ ପଢ଼ୁଥିବା ଯୁବକ ଜଣକ ୩ ଦିନ ତଳେ ଓଡ଼ିଶା ଫେରିଥିଲେ।
ଗତକାଲି ସକାଳେ ତାଙ୍କୁ ଏମ୍ସରେ!-->!-->!-->…
କରୋନା ଓଡ଼ିଶାରେ ଦ୍ୱିତୀୟ ରୋଗୀ ଚିହ୍ନଟ
ଭାରତରେ ଦିନକୁ ଦିନ କାୟା ମେଲାଉଛି କରୋନା ଭାଇରସ । ଏଥି ସହିତ ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ପରୀକ୍ଷା ହୋଇଥିବା ୧୪ ନମୁନାରୁ ଗୋଟିଏ ପଜିଟିଭ୍ ଥିବା ଜଣାପଡ଼ିଛି। ଭୁବନେଶ୍ୱର RMRCରେ ଆଜି ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ!-->!-->!-->…
ଜଳିଗଲା ପୁରୀ ନୀଳଚକ୍ରରେ ଲାଗିଥିବା ମାନସିକ ବାନା
ଆଜି ଶ୍ରୀମନ୍ଦିରରେ ଅଭାବନୀୟ ଅଘଟଣ ଘିଟିଛି। ମହାଦୀପ ଉଠିବା ବେଳେ ନୀଳଚକ୍ର ବାନାରେ ଲାଗିଲା ନିଆଁ। ନୀଳଚକ୍ର ତଳେ ଲଗାଯାଇଥିବା ମାନସିକ ବାନା ପୋଡି ଯାଇଛି।
ଆଜି ପାପମୋଚନ ଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଜଳିବା!-->!-->!-->…
ବାହାରିଲା କରୋନା ଭାଇରସ୍ ଟୀକା !
ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା। କରୋନା ମୁକାବିଲା ପାଇଁ କୌଣସି ଭାକ୍ସିନ ବା ଔଷଧ ନ ଥିବାରୁ ଏହା ଦ୍ରୁତ ଗତିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏପରି ପରିସ୍ଥିତିରେ କରୋନା ଭାଇରସ୍ ଭ୍ୟାକ୍ସିନ ବାହାରିଛି ବୋଲି ଆମେରିକା ଦାବି କରିଛି। ନିଜେ ଆମରିକା ରାଷ୍ଟ୍ରପତି!-->…