Odisha News Insight
Browsing Category

Odia

୨୦ ବର୍ଷର ମୁଖ୍ୟମନ୍ତ୍ରୀ ନବୀନଙ୍କ ବାବଦରେ ୨୦ଟି ଅଜଣା ତଥ୍ୟ

୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନବୀନ ପଟ୍ଟନାୟକ ସେବେ ଠାରୁ ଓଡ଼ିଶାର ଅପ୍ରତିଦ୍ବନ୍ଦ୍ବୀ ମୁଖିଆ ଭାବେ ଶାସନ କରି ଆସୁଛନ୍ତି। ଏକଦା ରାଜନୀତିର ବର୍ଣ୍ଣବୋଧ ଜାଣିନଥିବା ନବୀନ ବିଗତ ୧୯ ବର୍ଷର ମୁଖ୍ୟମନ୍ତ୍ରୀତ୍ବ କାଳରେ କ୍ରମଶଃ ନିଜକୁ

ବିଜେଡିର ସଂଗଠନ ସଂପାଦକ ହେଲେ ବବି

ବିଜୁ ଜୟନ୍ତୀରେ ବିଜେଡିର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳ ମୁଖିଆ ନବୀନ ପଟ୍ଟନାୟକ। ପ୍ରଣବଙ୍କୁ ଦଳର ସଂଗଠନ ସଂପାଦକ ଭାବେ ନିଯୁକ୍ତ କରାଯାଇଛିି। କମ କଥା କହୁଥିବା ତଥା ପ୍ରଚାରପ୍ରସାର ଠାରୁ

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ

୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ । ୧୭ଟି ରାଜ୍ୟର ୫୫ଣଟି ଆନସ ପାଇଁ ନିର୍ବାଚନ ହେବ। ଏ ନେଇ ମାର୍ଚ୍ଚ ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ମାର୍ଚ୍ଚ ୧୩ ନାମାଙ୍କନ ଦାଖଲର ଶେଷ ଦିନ ରହିବ। ମାର୍ଚ୍ଚ ୩୦ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା। ଏଥିରୁ ଓଡ଼ିଶା ୪ଟି ଆସନ

୨୦ ଫେବୃଆରୀରୁ ପ୍ରଶାନ୍ତ କିଶୋରଙ୍କ ‘ବାତ୍‌ ବିହାର କି’ କାର୍ଯ୍ୟକ୍ରମ, ଟାର୍ଗେଟରେ ନୀତୀଶ

ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କ ସହଥିବା ସମ୍ବନ୍ଧକୁ ନେଇ ପ୍ରଥମେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ନୀତୀଶ କୁମାର ମୋର

ଉତ୍ସବ ନୁହେଁ ବନ୍ଧନକୁ ଗୁରୁତ୍ବ ଦେଲେ ଆଇଏଏସ୍ ଅଧିକାରୀ !

କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ କୋଲକାତା ସ୍ଥିତ ନିଜ କାର୍ଯ୍ୟାଳୟରେ ବିବାହ କଲେ ଆଇଏଏସ୍‌ ଅଫିସର ତୁଷାର ସିଙ୍ଗ୍ଲ ଓ ଆଇପିଏସ୍‌ ଅଫିସର ନବଜୋତ ସିମି ।ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସେମାନଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କାଲିଠୁ ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ବାଚସ୍ପତି ସବୁ ଦଳର ସହଯୋଗ

ଓଡ଼ିଶାରେ ଲୋକପ୍ରିୟ ସରକାର ଚାଲିଛି : ଆପ

ଓଡ଼ିଶାରେ ଲୋକପ୍ରିୟ ସରକାର ଚାଲିଛି  । ନବୀନ ସରକାର ଆମଆଦମୀ ପାର୍ଟିର କେତେକ କାର୍ଯ୍ୟକୁ ଅନୁକରଣ କରୁଛନ୍ତି । ଏକଥା କହିଛନ୍ତି ଆପ ମୁଖପାତ୍ର ଅମିତାଭ ପାତ୍ର । ଏକ ଟିଭି ଚ୍ୟାନେଲକୁ ସେ କହିଛନ୍ତିଯେ, ଦିଲ୍ଲୀରେ ଆପ କାମ ପାଇଁ ଭୋଟ ହାସଲ କରିଛି  । ଗତ ମାସେ ଧରି ସେମାନେ ଦିଲ୍ଲୀର

ନିର୍ବାଚନ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗିରଫ, ମନିଷ କହିଲେ …..

ଦିଲ୍ଲୀ ନିର୍ବାଚନ ଭୋଟ ଗ୍ରହଣ ଦିନକୁ ପୂର୍ବରୁ ଆମ୍‌ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା। ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ଓଏସଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳ କୃଷ୍ଣ ମାଧବଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛି। ଗୁରୁବାର ବିଳମ୍ବିତ

୫୧ରୁ ଅଧିକ ରାଜ୍ୟ ସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ

୫୧ରୁ ଅଧିକ ରାଜ୍ୟ ସଭା ସାଂସଦଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି। ସେହି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ରାଜ୍ୟସଭାର ଉପାଧ୍ୟକ୍ଷ ସାଭା ହରିବଂଶ, ଏନ୍‌ସିପି ନେତା ଶରଦ ପାଓ୍ବାର ଏବଂ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଥାଓ୍ବଲେ ରହିଛନ୍ତି।

୧୯ରେ ମାଟ୍ରିକ୍‌ ପରୀକ୍ଷା, ଓ୍ବେବ ସାଇଟରେ ମିଳୁଛି ଆଡ୍‌ମିଡ୍ କାର୍ଡ

ଆସନ୍ତା ୧୯ତାରିଖରେ ହେବ ଦଶମ ଶ୍ରେଣୀ ପରୀକ୍ଷା ବା ମାଟ୍ରିକ୍‌ ପରୀକ୍ଷା। ଏଥିପାଇଁ ଓ୍ବେବସାଇଟରେ ମାଟ୍ରିକ୍ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଆଡ୍‌ମିଡ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। www.bseodisha.ac.in ଓ୍ବେବ ସାଇଟରେ ଆଡିମଟ କାର୍ଡ ମିଳୁଛି।