Browsing Category
Odia
କେଉଁ ଦିଗ ପ୍ରତି ସଚେତନ ରହିବେ ପ୍ରାର୍ଥୀ
ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ କେଉଁ ଦିଗ ପ୍ରତି ସଚେତନ ରହିବେ, କଣ କରିବା ଉଚିତ ଏବଂ କେଉଁ ଦିଗଠୁ ଦୂରେଇ ରହିବା ଉଚିତ, ଏମିତି ଅନେକ ବିଷୟରେ ଅବଗତ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଯେଉଁମାନେ ପ୍ରାର୍ଥୀ ହେବେ,
ସେମାନଙ୍କର!-->!-->!-->…
13 Mar 2019 Odia Headlines
୧-ବାରିପଦାରୁ ବିଆରସି : ଭାଭା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ୱ ନେଲେ ଓଡ଼ିଆ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତି।
୨-ପୁରୀ ପୋଲିସ ହାତରେ ବାଇକ ଚୋରି ର୍ୟାକେଟ : ୩୩ଟି ଚୋରା ବାଇକ ଜବତ, ୮ ଗିରଫ।
୩-ବିଜେଡି ରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ମିଳିବ!-->!-->!-->!-->!-->…
ଆପଣଙ୍କ ଅଞ୍ଚଳରେ କେବେ ହେବ ନିର୍ବାଚନ ଦେଖନ୍ତୁ ପୂରା ତାଲିକା ।
ଭୁବନେଶ୍ୱର 10/03/2019
ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ମହାଲଢେଇ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ମୋଟ ୪ଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୧୧ରୁ ଏହାର ଆରମ୍ଭ ହେବ । ଓଡିଶାରେ ଦକ୍ଷିଣରୁ ନିର୍ବାଚନ ଆରମ୍ଭ ହୋଇ ଉତ୍ତରରେ!-->!-->!-->…
New Cancer Ward Was Inaugurated At Capital Hospital In Bhubaneswar
A new Cancer ward along with an operation theatre for eye patients at the Capital Hospital in Bhubaneswar was inaugurated by State Health Minister Pratap Jena on Friday. The cancer ward intends to facilitate chemotherapy initially which!-->…
8 March 2019 ଓଡ଼ିଆ headlines
୧-ବିଡିଏ ଅଧ୍ୟକ୍ଷ ହେଲେ ପୂର୍ବତନ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା।
୨-ଓଡ଼ିଶାରେ ଖୋଲିବ ଆଉ ୪ କେନ୍ଦ୍ରୀୟ ବିଦ୍ୟାଳୟ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରାୟଗଡ଼ା ଜିଲ୍ଲାର ଗୁଣପୁରଠାରେ ଏହି ସ୍କୁଲ ପ୍ରତିଷ୍ଠା ହେବ।
୩-ଗ୍ୟାଙ୍ଗଷ୍ଟର!-->!-->!-->!-->!-->…
ଭାରତୀୟ ଭାବି ପାକିସ୍ତାନ ପାଇଲଟକୁ ପିଓକେର ଲୋକ ପିଟିପିଟି ମାରିଦେଲେ
ଜମ୍ମୁ-କଶ୍ମୀରରେ ଆକ୍ରମଣ କରିବା ପରେ ପାକ୍ ଅଧିକୃତ କଶ୍ମୀରରେ ଏଫ୍-୧୬ ବିମାନର ପାଇଲଟଙ୍କୁ ଭାରତୀୟ ଭାବି ସ୍ଥାନୀୟ ଲୋକେ ପିଟିପିଟି ହତ୍ୟା କରିଦେଇଛନ୍ତି। ଏ ସମ୍ପର୍କରେ ଲଣ୍ଡନରେ ରହୁଥିବା ଆଇନଜୀବି ଖାଲିଦ ଉମର ନିଜର ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ଏବେ ସୋସିଆଲ!-->…
ଭାରତର ଦୁଇ ଜଣ ଦକ୍ଷ ଓ ସାହାସୀ ଗୁପ୍ତଚର , ମୁସଲମାନ ହୋଇକରି ୭ ବର୍ଷ ପାକିସ୍ଥାନରେ ରହିଲେ , କିନ୍ତୁ ଜଣେ ଫେରି ଆସି…
ବହୁତ ଏମିତି ଲୋକ ଥାନ୍ତି ଯିଏକି ନିଜ ଦେଶ ପାଇଁ ଜୀବନର ବାଜି ଲଗାଇବାକୁ ପଛାଇ ନଥାନ୍ତି , ତାଙ୍କ ନାଁ ଆସିଲେ ଆମ ମୁଣ୍ତ ଗର୍ବରେ ସମ୍ମାନରେ ତଳକୁ ହୋଇଯାଏ , କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏକି ନିଜ ଜୀବନର ବାଜି ଲଗାଇ ଦେଇଥାନ୍ତି , ଓ ସରକାର ତାଙ୍କୁ ଆପଣାଇବା ପାଇଁ ମନା!-->…
ରୁଷ ରାଷ୍ଟ୍ରପତି ଆଶ୍ଚର୍ୟ ହେଇ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ପଚାରିଲେ ଯେ ଅଭିନନ୍ଦନ କିପରି MIG-21 ରୁ F-16 କୁ ଉଡେଇ…
ଭାରତ ର ବାଘ ପାଇଲଟ ଅଭିନନ୍ଦନ ବହୁତ ଜଲ୍ଦି ନିଜ ମାଟି ଭାରତ କୁ ଫେରିବେ |ସେ କେବଳ ଭାରତ ରେ ନୁହଁ ସାରା ଦୁନିଆ ରେ ନିଜର ନାମ କରି ଦେଇଛନ୍ତି | ଭାରତ ବ୍ୟତୀତ ରୁଷ,ଆମେରିକା,ବ୍ରିଟେନ ,ଫ୍ରାନ୍ସ,ଚୀନଭଳି ବଡ ବଡ ଦେଶ ରେ ଅଭିନନ୍ଦନ ଙ୍କ ଚର୍ଚା ଖୁବ ଜୂର ରେ ଚାଲୁଚି | କେବଳ ସେତିକି ନୁହଁ!-->…
ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସହ ଆସିଥିବା ଏହି ମହିଳା ଜଣଙ୍କ କିଏ ? ଜାଣନ୍ତୁ
ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସ୍ୱଦେଶ ଫେରିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ପାକିସ୍ତାନ ସେନା ବନ୍ଦୀ କରି ରଖିବାର ୬୦ ଘଣ୍ଟା ପରେ ହିଁ ଗତକାଲି ରାତି ୯ଟା ୧୦ମିନିଟ୍ ସମୟରେ ପାକିସ୍ତାନୀ ଅଧିକାରୀ ଅମୃତସରର ଅଟାରୀ ବର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ!-->…
୦୨/୦୩/୧୯, ଶନିବାର Morning Headlines
୧-ଆଜିଠୁ CBSE ଦଶମ, ଦ୍ବାଦଶ ପରୀକ୍ଷା ଆରମ୍ଭ।ସାରା ଦେଶରେ ପରୀକ୍ଷା ଦେବେ ୨୮ଲକ୍ଷ ଛାତ୍ରଛାତ୍ରୀ।
୨-ପ୍ରତୀକ୍ଷାର ଅନ୍ତ, ପରାକ୍ରମ ଦେଖାଇ ଶେଷରେ ଭାରତରେ ପାଦ ଦେଲେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ।
୩-ଆସନ୍ତା ୮ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, କୋରାପୁଟରେ ଜନସମାବେଶରେ ଦେବେ ଯୋଗ।!-->!-->!-->!-->!-->…