Browsing Category
Odia
କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଆସନ୍ତା କାଲି ଠାରୁ ଗଞ୍ଜାମରେ ପ୍ଲାଜ୍ମା ଥେରାପିଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ!-->!-->!-->…
ପରଲୋକରେ ବିଜୟ ମହାନ୍ତି
ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । 70 ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୋମବାର ସନ୍ଧ୍ୟା 8ଟାରେ ସେ ପଲସ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ!-->…
ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୭ ହଜାର’ ୪୯୭ ରେ ପହଞ୍ଚିଲା ଓ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩…
ଦିନକରେ ୪0 ହଜାର ୪୨୫ ଆକ୍ରାନ୍ତ ଓ ୬୮୧ ମୃତ
ଆକ୍ଟିଭ କେସ୍ ୩ ଲକ୍ଷ ୯0 ହଜାର ୪୫୯ ଓ ସୁସ୍ଥ ହେଲେଣି ୭ ଲକ୍ଷ ୮୬
ମହାରାଷ୍ଟ୍ରରେ ସର୍ବାଧିକ ୩ ଲକ୍ଷ ୧0 ହଜାର ୪୫୫ ଆକ୍ରାନ୍ତ ଓ ୧୧ ହଜାର ୮୫୪ ମୃତରାଜ୍ୟରେ ଆଜି ୨୩ଟି ଜିଲ୍ଲାରୁ ଆଉ ୬୭୩ ନୂଆ ଆକ୍ରାନ୍ତ ଚି଼ହ୍ନଟ
୪୪୬ କ୍ଵାରେନଟିନ!-->!-->!-->!-->!-->!-->!-->…
କାମ କରୁଛି ପ୍ଲାଜମା ଥେରାପି
ରାଜ୍ୟରେ ସଫଳ ହେଲା ନୂଆ ପ୍ଲାଜ୍ମା ଥେରାପି | ପ୍ଲାଜମା ଥେରାପି ଦ୍ବାରା ୬ ଜଣ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୪ ଜଣ କ୍ଷେତ୍ରରେ ଚିକିତ୍ସା ଫଳପ୍ରଦ ହୋଇଛି | ତେବେ ଅନ୍ୟ ୨ ଜଣଙ୍କ ଅବସ୍ଥା ସ୍ଥିର ରହିଛି |
ସୋସିଆଲ ମିଡ଼ିଆକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି
ଧାରା ‘୬୬ କ’ ଅନୁଯାୟୀ ଇଣ୍ଟରନେଟର କୌଣସି ଲେଖାକୁ ଆଧାର କରି ପୋଲିସ ପାଖରେ କାହାକୁ ଗିରଫ କରିବାର ଅଧିକାର ଥିଲା। କିନ୍ତୁ ଆଜି ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମର ଧାରା ‘୬୬ କ’ ଉପରେ ଐତିହାସିକ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ରଦ୍ଦ ମଧ୍ୟ!-->…
ଲକଡାଉନ ଅଞ୍ଚଳରେ ବ୍ୟାଙ୍କ ପାଇଁ ଜାରି ହେଲା ନୂଆ ନିୟମ
ଆସନ୍ତା କାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅଞ୍ଚଳଗୁଡ଼ିକ ପାଇଁ ହୋଇଥିବା ନିୟମରେ ପୁଣି କିଛି ସଂଶୋଦନ କରାଯାଇଛି । ଏହି ସ୍ଥାନଗୁଡ଼ିକରେ ବ୍ୟାଙ୍କ ଖୋଲିବାକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି । କରୋନା ସ୍ଥିତିକୁ ସମ୍ଭାଳିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗଞ୍ଜାମ , କଟକ ,!-->…
ତପି ମିଶ୍ର କୁ ମ୍ୟାନେଜର ପୋଷ୍ଟ ରୁ ହଟେଇଲେ ଦୂତି ଚାନ୍ଦ !
ସୋସିଆଲ ମିଡ଼ିଆ ରେ ଲେଖି ବିଗତ କିଛି ଦିନ ହେବ ଅଲମ୍ପିଆନ ଦୂତି ଚାନ୍ଦ ବେଶ୍ ଚର୍ଚ୍ଚା ରେ ଥିଲେ | ହଠାତ୍ ଆଜି ସଂଧ୍ୟା ରେ ଦୂତି ଙ୍କ ଏକ ଟ୍ୱିଟ୍ ସମସ୍ତ ଙ୍କ ମନରେ ପୁଣି ଏକ ନୂଆ ପ୍ରଶ୍ନ ଊଠାଇଛି | ଏହି ଟ୍ୱିଟ୍ ରେ ଦୂତି ଲେଖିଛନ୍ତି ଯେ ସେ ତାଙ୍କର ମ୍ୟାନେଜର ତପି ମିଶ୍ର କୁ ହଟେଇଛନ୍ତି!-->…
ଚୀନକୁ ବି ବହିଷ୍କାର କରିବ ଟିକ୍-ଟକ୍, ଜାଣନ୍ତୁ କାରଣ?
ଭାରତରେ ବ୍ୟାନ୍ ହେବା ପରେ ଏବେ ଚୀନଠାରୁ ସମ୍ପର୍କ ଭାଙ୍ଗିବାକୁ ଚାହୁଁଛି ଟିକ୍-ଟକ୍ ଆପ୍ । ବାଇଟଡ୍ୟାନ୍ସ ଲିମିଡେଟ ପକ୍ଷରୁ କୁହାଯାଇଛି ଯେ, ଟିକ୍ ଟକ୍ କାରବାରକୁ କର୍ପୋରେଟ୍ ଢାଞ୍ଚାରେ ପରିବର୍ତ୍ତନ କରିବାକୁ ଯୋଜନା ଚାଲିଛି । କମ୍ପାନୀର ମୂଳ ଉତ୍ପତ୍ତି ଚୀନ ହୋଇଥିବାରୁ ଆମେରିକାର!-->…
ଶରୀର ପାଇଁ ଲାଭଦାୟକ କ୍ୟାପ୍ସିକମ୍, ଜାଣନ୍ତୁ କଣ ସବୁ ମିଳିଥାଏ ଫାଇଦା
ବଜାରରେ ଅତି ସହଜରେ କ୍ୟାପ୍ସିକମ ମିଳିଯାଇଥାଏ। ଏହା ତରକାରୀ ପାଇଁ ବେସି ଆବଶ୍ୟକ ନଥିଲେ ମଧ୍ୟ ସ୍ୱାଦିଷ୍ଟ କରିବାରେ ସାହାଯ୍ୟ କରେ।ବଜାରରେ ଲାଲ୍, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍ସିକମ ମିଳିଥାଏ।କ୍ୟାପ୍ସିକମରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି, ବିଟା-କେରୋଟିନ୍ ରହିଛି। ଆସନ୍ତୁ!-->…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଅଣାଯିବ ୧ ଲକ୍ଷ ଆଣ୍ଟିଜେନ କିଟ
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୧ ଲକ୍ଷ ଆଣ୍ଟିଜେନ କିଟ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ । ତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ!-->…