Odisha News Insight
Browsing Category

Odia

ଭେଣ୍ଟିଲେଟରରେ ବିଜୟ ମହାନ୍ତି |

ଓଲିଉଡ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରରେ ଭର୍ତ୍ତି କରାଯାଇଛି । ହୃଦ୍‌ଘାତରେ ପୀଡିତଥିବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଡାକ୍ତର କହିଛନ୍ତି |

ଆଡିଠୁ ଗଡ଼ିବ ‘ମୋ ବସ୍’

ଆଜିଠାରୁ ଟ୍ବି୍ନ୍ ସିଟି ଭୁବନେଶ୍ବର ଓ କଟକର ୭ଟି ରୁଟ୍‌ରେ ଚାଲିବ ଅଣ ଶୀତତାପ ନିୟନ୍ତ୍ରିତ ମୋ ବସ୍‌। ସକାଳ ୭ରୁ ସଂଧ୍ୟା ୭ ଯାଏଁ ଚାଲିବ ମୋ ବସ୍‌ । ବସ୍‌ରେ ଠିଆ ହୋଇ ଯାତ୍ରା କରିବା ମନା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଏମଆରପି ଉପରେ ୫୦% ସ୍ୱତନ୍ତ୍ର କୋଭିଡ ଫି

ଭୁୁବନେଶ୍ୱର: କାଲିଠାରୁ ଅନଲାଇନ୍ ରେ ମିଳିଯିବ ମଦ । ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି । ଅର୍ଡର ଦେବାର ୬ ଘଣ୍ଟାରେ ଜିନିଷ ପହଞ୍ଚିବ । ତେବେ ଗରାଖଙ୍କ ପାଇଁ ଏହା ମହଙ୍ଗା ହେବ । ବିଦେଶୀ ମଦ ଓ ବିୟର ଉପରେ ଲାଗିବ କୋଭିଡ ଫି । ଏମଆରପି ଉପରେ ଗରାଖଙ୍କୁ ୫୦% ସ୍ୱତନ୍ତ୍ର

ଆସନ୍ତାକାଲିଠାରୁ ଖୋଲିବ ପାର୍କ; ବିଏମସି

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସମସ୍ତ ପାର୍କ ଖୋଲିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାରା ଦେଶରେ କରୋନା ସଂକ୍ରମଣ ରୋକିବାକୁ ଲକାଡାଉନ୍ ଜାରି କରାଯାଇଥିଲା । ଲକଡାଉନ୍ ପାଇଁ ସମସ୍ତ ସର୍ବସାଧାରଣ ସ୍ଥାନ ଯଥା ପାର୍କ, ଜିମ୍, ସପିଂ ମଲ୍ ଆଦି ବନ୍ଦ

ଦୂତୀ ପାଇଁ ଅର୍ଜୁନ ପୁରସ୍କାର ଦାବି କଲେ ଦୂତୀଙ୍କ ମା’

ଜିଲ୍ଲା ରସୁଲପୁର ବ୍ଳକ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁର ଝିଅ ଦୂତୀ ଚାନ୍ଦ ଏବେ ଜଣେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଆଥଲେଟ । ରାଜ୍ୟ ଓ ଦେଶ ପାଇଁ ସେ ଅନେକ ଗୌରବ ଆଣି ଦେଇଛନ୍ତି । ତାଙ୍କ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅକୁଣ୍ଠ ସାହାଯ୍ୟ ଓ ସହଯୋଗ ରହିଛି । ଜାତୀୟ କ୍ରୀଡ଼ା

୩ ଓଡ଼ିଆ ପୁଅ ପାଇଁ ଜାତୀୟସ୍ତରରେ ଚର୍ଚ୍ଚାରେ ଆଜି ଓଡ଼ିଶା |

ବାତ୍ୟା ଅମ୍ପାନକୁ ନେଇଁ ଗୁରୁ ଦାୟିତ୍ବ ବହନ କରିଥିଲେ ୩ ଜଣ ଓଡ଼ିଆ ପୁଅ | ଏହି ୩ ଓଡ଼ିଆ ପୁଅଙ୍କ ପାଇଁ ଆଜି ଗର୍ବିତ ଓଡିଶା ମାଟି ଓ ଓଡ଼ିଶାବାସୀ | ସେମାନେ ହେେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଓ ସାଇକ୍ଲୋନ୍ ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଆର୍. କେ

ଖୋଲିବ ସେଲୁନ୍‌, ପାର୍ଲର; ବିଏମ୍‌ସି ରଖିଲା କଡ଼ା ସର୍ତ୍ତ

ମହାମାରୀ ‘କରୋନା’ ପାଇଁ ଦିଆଯାଇଛି ଲକ୍‌ଡାଉନ। ୪.୦ ଲକ୍‌ଡାଉନରେ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ? ସେଥିପାଇଁ ଗାଇଡ୍‌ଲାଇନ ଜାରି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି)। ଜାରି କରିଥିବା ନିର୍ଦ୍ଦେଶନାମ ଅନୁସାରେ ବିମାନ ଚଳାଚଳ, ସ୍କୁଲ, କଲେଜ, କୋଚିଂ

ଥାନାରେ ଗୋଇଠା ଓ ମାଡ଼ ମାରିବା ଘଟଣା, ମହିଳା ଥାନାଧିକାର ପାଇଁ ବଢିଲା ଅଡ଼ୁଆ |

ଜମିଜମା ବିବାଦକୁ ନେଇଁ ଯୁବକଙ୍କୁ ଥାନା ଭିତରେ ଗୋଇଠା ସହ ନିର୍ମମ ମାଡ଼ ଘଟଣାରେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ସଂଧ୍ୟାରାଣୀ ଜେନାଙ୍କ ପାଇଁ ବଢ଼ିଲା ଅଡୁଆ। ଘଟଣାର ଜବାବ ତଲବ କରି ୪ ସପ୍ତାହରେ ରିପୋର୍ଟ ଦେବାକୁ କେନ୍ଦୁଝର ଏସ୍‌ପି ଓ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ମାନବଧିକାର

ବାତ୍ୟା ଅପଡେଟ୍: ପୁଣି ମନ୍ଥର ହେଲା ବାତ୍ୟା ଅମ୍ଫାନର ଗତି

ବାତ୍ୟା ଅପଡେଟ୍: ପୁଣି ମନ୍ଥର ହେଲା ବାତ୍ୟା ଅମ୍ଫାନର ଗତି। ଏବେ ଘଣ୍ଟାକୁ ୮ କିଲୋମିଟର ବେଗରେ ଯିବାକୁ ଆରମ୍ଭ କରିଛି। ଅଧିକ ଭୟଙ୍କର ହେଉଥିବା କାରଣରୁ ସନ୍ଧ୍ୟା ପରିବର୍ତେ ପୂର୍ବାହ୍ନ ୧୧ଟା ୩୦ ବେଳକୁ ମହାବାତ୍ୟାର ରୂପ ନେଇସାରିଲାଣି। ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ୨୩୦

ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି |

ଆଉ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପାଇଁ କିଛି ଗାଇଡଲାଇନ ଜାରି କରାଯାଇଛି | ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାର ଏଣିକି ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ନିର୍ଦ୍ଧାରଣ କରିବେ | ସେହିପରି ବର୍ତ୍ତମାନ ତିନିଟି ଜୋନ ବଦଳରେ ୫ଟି ଜୋନ ରହିବ | ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ସହ ବଫର