Odisha News Insight
Browsing Category

Odia

ସାବଧାନ! ମାତିଛନ୍ତି ଫେସବୁକ ହ୍ୟାକର

ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କାଟାର୍ଗେଟରେ ପୁଲିସ, ସାମ୍ବାଦିକ ଓ ସରକାର ଅଧିକାରୀ  ଆପଣଙ୍କର ଫେସବୁକ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସାବଧାନ! ଆପଣଙ୍କ ଆକାଉଂଟ ହ୍ୟାକ ହୋଇପାରେ । ସେଥିରେ ଥିବା ସମସ୍ତ ଡାଟା ସହ ଆପଣଙ୍କ ନାଁରେ ସାଙ୍ଗମାନଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ

ଝିଲିକ୍‌ ଶିଖୁଛନ୍ତି ଓଡ଼ିଆ, ପଢ଼ୁଛନ୍ତି ମଧୁ ବର୍ଣ୍ଣବୋଧ

ଓଡ଼ିଆ ଘରର ବୋହୂ ହେବା ପରେ ଓଲିଉଡ୍‌ର ବଙ୍ଗୀୟ ଅଭିନେତ୍ରୀ ଝିଲିକ୍‌ ଓଡ଼ିଆ ଶିଖିବା ପାଇଁ ମନ ବଳାଇଛନ୍ତି। ତେଣୁ ଆଜିକାଲି ସେ ସଚିତ୍ର ଓଡ଼ିଆ ମଧୁ ବର୍ଣ୍ଣବୋଧ ବହି ପଢ଼ୁଛନ୍ତି। ଖୁବ୍‌ କମ୍ ସମୟରେ ସେ ଓଡ଼ିଆ ଅକ୍ଷର ଶିଖି ପାରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ରରେ

ଲକଡାଉନ ବଢିବ, 18 ମେ ରୁ 4.0

ଲକ ଡାଉନ ପୁଣି ବଢିବ ! ତେବେ କେତେକ କ୍ଷେତ୍ରରେ କୋହଳ କରାଯିବ ! ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ! ମେ 18 ପୂର୍ବରୁ ଏନେଇ ସବିଶେଷ ଘୋଷଣା କରାଯିବ ! ଦେଶବାସୀଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ! ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍ଥିକ ପ୍ୟାକେଜ

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

ରାଜ୍ୟରେ ଆଉ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ୧୫, ଗଞ୍ଜାମରୁ ୩, ଯାଜପୁରରୁ ୩, ପୁରୀରୁ ଜଣେ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ସେଥିରୁ ୩୪୯ଜଣ ଚିକିତ୍ସିତ

ବନ୍ଦେ ଭାରତ ମିସନ ରେ ପ୍ରବାସୀଙ୍କୁ ନେଇ ଭୁବନେଶ୍ବର ଫେରିବ 2 ଟି ବିମାନ!

ପ୍ରଥମରେ ମିଡ୍ ଇଷ୍ଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସନ୍ତା 14 ତାରିଖରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନ ଦୁବାଇରୁ ଭୁବନେଶ୍ବର ଆସିବ I ଏୟାର୍ ଇଣ୍ଡିଆ ବିମାନ ଏଆଇ - 1474 ରେ ପ୍ରାୟ ଦୁଇ ଶହ ଯାତ୍ରୀ ଫେରିବେ I ଏହାପରେ ଆଉ ଏକ ବିମାନ କ୍ୱାଲାଲୁମ୍ପୁରରୁ ପ୍ରବାସୀଙ୍କୁ ନେଇ

ମଦ ଭରସାରେ ଅର୍ଥନୀତି: ଏମିତି ରହିଛି ହିସାବ କିତାବ

ଦିଲ୍ଲୀର ‘ସ୍ପେସାଲ କରୋନା ଫି’ ପରେ ରାଜସ୍ୱ ବୃଦ୍ଧି ପାଇଁ ଅନେକ ରାଜ୍ୟ ମଦ ଦାମ ବଢ଼ାଇଛନ୍ତି । ଏହି ମୂଲ୍ୟ ବୃଦ୍ଧି ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟଗୁଡ଼ିକର ଡୁବିଯାଉଥିବା ଅର୍ଥନୀତିକୁ ସହାୟକ ହୋଇଛି । ଇଣ୍ଡିଆ ରେଟିଂସର ଚିଫ୍ ଇକୋନୋମିଷ୍ଟ ଡି.କେ. ପନ୍ଥଙ୍କ ଅନୁସାରେ

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ

ରେଲୱେ ସେବା ପାଇଁ ଏସ୍‌ଓପି ଜାରି କରୋନା ଭାଇରସ୍‌ର ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍ ଯୋଗୁ ଗତ ମାର୍ଚ୍ଚ ୨୫ରୁ ରେଳ ସେବା ବନ୍ଦ ରହିବା ପରେ ମଙ୍ଗଳବାର ସାରା ଦେଶରେ ୩୦ଟି ସ୍ୱତନ୍ତ୍ର ଟ୍ରେନ୍ (ଅପ୍ ଆଣ୍ଡ ଡାଉନ୍‌) ଚଳାଚଳ ଆରମ୍ଭ କରୁଛି । ଜାତୀୟ ରାଜଧାନୀ ଦିଲ୍ଲୀରୁ ଦେଶର ବିଭିନ୍ନ

ଅଙ୍ଗୁରର ଔଷଧୀୟ ଗୁଣ

ଅଙ୍ଗୁର ସବୁ ସମୟରେ ବଜାରରେ ମିଳିଥାଏ। ହେଲେ ଖରାଦିନେ ଏହା ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ଏହି ଅଙ୍ଗୁର ଖାଇଲେ ଥଣ୍ଡା ହୋଇଥାଏ ବୋଲି କେତେକ ମତ ଦେଇଥାଆନ୍ତି। କିନ୍ତୁ ଅଙ୍ଗୁରର ଔଷଧୀୟ ଗୁଣ ସମ୍ପର୍କରେ ଅନେକଙ୍କୁ ଜଣାନଥାଏ। ଅଙ୍ଗୁରରେ ଥିବା ପୋଷକତତ୍ତ୍ୱ କ୍ୟାନସର ଓ ଡାଇବେଟିସ୍ ଭଳି

କେତେ ସାଂଘାତିକ କିମ୍‌ ଜୋଙ୍ଗ୍! ଆତ୍ମଗୋପନ କାଳରେ ଆମେରିକା ଆକ୍ରମଣ ଲାଗି ନିର୍ମାଣ କରିଛନ୍ତି ଆଣବିକ କ୍ଷପଣାସ୍ତ୍ର…

କିଛି ସମୟ ପୂର୍ବରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଯାହା ପ୍ରମୁଖ ଚର୍ଚ୍ଚିତ ପ୍ରସଙ୍ଗ ଥିଲା ତାହା ହେଉଛି ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜୋଙ୍ଗ ଉନ ଉଭାନ ହେବା। ଗତ ଶନିବାର କିମ୍ ଜୋଙ୍ଗ ଦେଶର ଏକ ସାର କାରଖାନା ଉଦଘାଟନ  ଉତ୍ସବରେ ନିଜକୁ ସାର୍ବଜନିକ କରିଛନ୍ତି । ତେବେ ଦୀର୍ଘ ୨୦ ଦିନ କାଳ

ଗ୍ୟାସ୍ ଲିକ୍ ହୋଇ ୮ ମୃତ, ହଜାରରୁ ଅଧିକ ହସପିଟାଲରେ ଭର୍ତ୍ତି |

ମହାମାରୀ କରୋନା ଭୟାଭୟତା ଭିତରେ ଆନ୍ଧ୍ରପ୍ରଦେଶରୁ ଆସିଛି ଦୁଃଖଦ ଘଟଣା | ବିଶାଖାପଟନମର ନାଇଡୁ ଥୋଟା ଅନ୍ତର୍ଗତ ଆରଆର ଭେଙ୍କଟପୁରମ ନିକଟରେ ଥିବା ଏଲପିଜି ପଲିମରସ ପ୍ଲାଣ୍ଟରୁ ରାତି ୨.୩୦ରୁ ଗ୍ୟାସ ଲିକ୍ ହେବା ଫଳରେ ପ୍ଲାଣ୍ଟର ୫ କିମି ପରିଧି ମଧ୍ୟରେ ଥିବା ଲୋକମାନେ ପ୍ରଭାବିତ