Odisha News Insight
Browsing Category

Odisha

କଟକ ପୋଲିସ ପଞ୍ଝାରେ ନକଲି ସିମେଣ୍ଟ ତିଆରି କାରଖାନା।

ପୂର୍ବରୁ ବିଭିନ୍ନ ସ୍ଥାନରୁ ନକଲି ମସଲା, ତେଲ ଓ ପାନ ମସଲା ଆଦି କାରଖାନା ଠାବ ହୋଇଛି । ସେହିପରି ଆଜି ମଙ୍ଗୁଳି ଅଞ୍ଚଳରୁ ନକଲି ସିମେଣ୍ଟ କାରଖାନାକୁ ଠାବ କରାଯାଇଛି। ଏହି କାରଖାନାରେ ବ୍ୟବସାୟୀମାନେ ଅପମିଶ୍ରଣ କରି ଅସଲି ବସ୍ତାରେ ସିମେଣ୍ଟ ପୁରାଇ ବିକ୍ରୟ କରୁଥିଲେ । ଖବର ପାଇ