Odisha News Insight
Browsing Category

Odisha

କେବଳ ସରକାର ନୁହେଁ, ନୂଆ ଓଡିଶା ଗଠନରେ ସମାଜର ଭାଗିଦାରୀ ଆବଶ୍ୟକ: ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପବିତ୍ର ଉତ୍କଳ ଦିବସର ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗା ବେଳାଭୂମିରେ ନୂଆ ଓଡିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଓଡିଶାର ଭବିଷ୍ୟତ ଗଠନ ପାଇଁ ଓଡ଼ିଆ ଯୁବକମାନେ ନିଜେ ଆଗେଇ ଆସିବା ସହ ସମାଜକୁ ଏହି ଜନ ଆନ୍ଦୋଳନରେ ସାମିଲ କରିବାକୁ…

ଉତ୍କଳ ଦିବସ – ଗର୍ବର ସହ କୁହନ୍ତୁ ମୁଁ ଓଡ଼ିଆ

ପବିତ୍ର ଉତ୍କଳ ଦିବସ ପ୍ରତ୍ୟେକ ଓଡ଼ିଆର ମନ, ପ୍ରାଣ ଏବଂ ହୃଦୟ ସହ ଜଡ଼ିତ। ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ ସେହି ମହାପୁରୁଷମାନେ ନିଜ ସ୍ୱାର୍ଥକୁ ତ୍ୟାଗ କରି ଉତ୍କଳ ଜନନୀର ସେବାରେ ନିଜକୁ ଉତ୍ସର୍ଗ କରିଥଲେ ଏବଂ ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ…

କଟକ, ଭୁବନେଶ୍ୱରର ୬ଟି କେନ୍ଦୀୟ ବିଦ୍ୟାଳୟର ସବୁ ଶ୍ରେଣୀ ଗୃହ ଡିଜିଟାଲ ହେବ: ଧର୍ମେନ୍ଦ୍ର ପ୍ରଧାନ

ରାଜଧାନୀ ଭୁବନେଶ୍ୱରେ କେନ୍ଦ୍ରୀୟ ବିଦ୍ୟାଳୟ ୫ ଏବଂ ୬ର ସ୍ଥାୟୀ ଭବନ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ୧୪ ବର୍ଷରୁ କମ ବୟସରେ ଥିବା ୧ କୋଟି ପିଲାଙ୍କ ଉପଯୁକ୍ତ ଶିକ୍ଷା ହିଁ ଓଡିଶା ବିକାଶର ଚାବିକାଠି. କଟକ ଏବଂ ଭୁବନେଶ୍ୱରର ୬ଟି କେନ୍ଦ୍ରୀୟ ବିଦ୍ୟାଳୟର ସବୁ…

ବିଜେପି ନେତାଙ୍କୁ ବରଗଡ଼ ସୋହେଲାରେ ମରଣାନ୍ତକ ଆକ୍ରମଣ

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲ ଓ ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଈରାଶୀଷ ଆଚାର୍ଯ୍ୟଙ୍କୁ ସୋହେଲା ଠାରେ ମରଣାନ୍ତକ ଆକ୍ରମଣ। ଦୁହେଁ ବରଗଡ଼ ମେଡିକାଲରେ ଭର୍ତ୍ତି। ବିଜେପି ପ୍ରବକ୍ତା ସଜ୍ଜନ ଶର୍ମା ଶାସକ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ବିଜେଡ଼ି ରକ୍ତମୁଖା…

ଜଷ୍ଟିସ ଦୀପକ ମିଶ୍ର ମହାଭିଯୋଗ: ବିଜେଡ଼ିର ଅଭିଯୋଗ ସୋସିଆଲ ମିଡ଼ିଆରେ ଦଳକୁ ବଦନାମ ପ୍ରୟାସ

"ବିଜୁ ଜନତା ଦଳ ସଦା ସର୍ବଦା ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଯଥେଷ୍ଟ ସମ୍ମାନ ଦେଇଆସିଛି ଏବଂ ତାଙ୍କୁ ନେଇ ଦଳ ବିରୁଦ୍ଧରେ ସୋସିଆଲ ମିଡ଼ିଆରେ କରାଯାଉଥିବା ସମସ୍ତ ପ୍ରଚାର ସମ୍ପୂର୍ଣ ଭିତ୍ତିହୀନ ଓ ସଂକୀର୍ଣ୍ଣ ରାଜନୈତିକ ଖେଳ", ଏହା ଅଭିଯୋଗ କରିଛି ଶାସକ ବିଜୁ…