Odisha News Insight
Browsing Category

Odisha

କରୋନା: ଫୋନରେ ଦିନ ତମାମ ମାଗଣା ପରାମର୍ଶ ଦେବେ ଡାକ୍ତର

 ଲକ୍‌ଡାଉନ୍‌ରେ ଥିବା ଲୋକଙ୍କ ପାଇଁ ସୁଖବର। ଆପଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ବା ସ୍ବାସ୍ଥ୍ୟକୁ ନେଇ କୌଣସି ସମସ୍ୟା ଦେଖାଦେଲେ ଆପଣ ଡାକ୍ତରଖାନା ଓପିଡି ଯିବାର ଆବଶ୍ୟକତା ନାହିଁ। ଆପଣଙ୍କ ଫୋନରେ ଆପଣ ଅଭିଜ୍ଞ ଡାକ୍ତରଙ୍କ ଠାରୁ ମାଗଣା ପରାମର୍ଶ ପାଇପାରିବେ। ଭାରତୀୟ ଡାକ୍ତରୀ

୩ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ

ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦେକ୍ଷେପ ନେଉଛନ୍ତି। ଅପରପକ୍ଷେ ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଏପରିକି ତାଙ୍କ ପାଇଁ ରାଜ୍ୟରେ କରୋନା ଭାଇରସ୍ ଷ୍ଟେଜ-ଥ୍ରୀକୁ ଯାଇପାରେ ବୋଲି କୁହାଯାଉଛି। କାରଣ

ଗରିବଙ୍କ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ମହାମାରୀ କରୋନା ଭାଇରସ ସାରା ବିଶ୍ବ ପାଇ ସଙ୍କଟ ସାଜିଛି। ମହାମାରୀ କରୋନା ପାଇଁ ଗରିବ ଲୋକଙ୍କ ଜୀବନ ଜିବିକା ବିଶେଷ ଭାବେରେ ପ୍ରଭାବିତ ହୋଇଛି। ଅପରପକ୍ଷେ ଆଜି କରୋନା ମୁକାବିଲା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୨ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି

ଲୋକସେବା ଭବନରେ ହେବ ବଜେଟ୍ ଅଧିବେଶନ

ବିଧାନସଭା ଗୃହ ପରିବର୍ତ୍ତେ ଲୋକସଭା କନଭେନସନ୍ ହଲରେ ହେବ ବଜେଟ୍‌ ଅଧିବେଶନ। ମାର୍ଚ୍ଚ ୩୧ ପରିବର୍ତ୍ତେ ମାର୍ଚ୍ଚ ୩୦ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍ଥାନ ପରିବର୍ତ୍ତନ ହୋଇଥିବା କହିଛନ୍ତି ବାଚସ୍ପତି

ଏବେ ଆସନ୍ତୁ ରାଜ୍ୟର ତୃତୀୟ ଆକ୍ରାନ୍ତଙ୍କ ବିଷୟରେ ଜାଣିବା !

ବୟସ - 60 ବର୍ଷ ଘର - ଭୁବନେଶ୍ବର ଯାତ୍ରା - ଦିଲ୍ଲୀରୁ ଗତ ମାର୍ଚ୍ଚ 10 ତାରିଖ ସନ୍ଧ୍ୟା 7 ଟାରେ ଇଣ୍ଡିଗୋ ବିମାନରେ ଫେରିଥିଲେ! ଲକ୍ଷଣ - 11 ଦିନ ପରେ ଥଣ୍ଡା କାଶ ଜ୍ୱର ହେବାରୁ କର କ୍ଲିନିକରେ ଦେଖାଇ ଔଷଧ ଖାଇଲେ ଭର୍ତି - ଜ୍ଵର ନକମିବାରୁ 14 ଦିନ ପରେ ପୁଣି କର କ୍ଲିନିକରେ