ଉତ୍ସବ ନୁହେଁ ବନ୍ଧନକୁ ଗୁରୁତ୍ବ ଦେଲେ ଆଇଏଏସ୍ ଅଧିକାରୀ ! Odia By Odisha News Insight Last updated Feb 17, 2020 2,018 କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ କୋଲକାତା ସ୍ଥିତ ନିଜ କାର୍ଯ୍ୟାଳୟରେ ବିବାହ କଲେ ଆଇଏଏସ୍ ଅଫିସର ତୁଷାର ସିଙ୍ଗ୍ଲ ଓ ଆଇପିଏସ୍ ଅଫିସର ନବଜୋତ ସିମି ।ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସେମାନଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। IASMarriage 2,018 Share FacebookTwitterWhatsApp