ଆଡିଠୁ ଗଡ଼ିବ ‘ମୋ ବସ୍’ Odia By Odisha News Insight Last updated May 26, 2020 1,132 ଆଜିଠାରୁ ଟ୍ବି୍ନ୍ ସିଟି ଭୁବନେଶ୍ବର ଓ କଟକର ୭ଟି ରୁଟ୍ରେ ଚାଲିବ ଅଣ ଶୀତତାପ ନିୟନ୍ତ୍ରିତ ମୋ ବସ୍। ସକାଳ ୭ରୁ ସଂଧ୍ୟା ୭ ଯାଏଁ ଚାଲିବ ମୋ ବସ୍ । ବସ୍ରେ ଠିଆ ହୋଇ ଯାତ୍ରା କରିବା ମନା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ BhubaneswarMo BusOdisha 1,132 Share FacebookTwitterWhatsApp