ଭେଣ୍ଟିଲେଟରରେ ବିଜୟ ମହାନ୍ତି | Odia By Odisha News Insight Last updated May 27, 2020 1,233 ଓଲିଉଡ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରରେ ଭର୍ତ୍ତି କରାଯାଇଛି । ହୃଦ୍ଘାତରେ ପୀଡିତଥିବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଡାକ୍ତର କହିଛନ୍ତି | Bijay MahantyOdishaOllywood Actor 1,233 Share FacebookTwitterWhatsApp