ସେସୁର ଜାରୀ ରହିଛି ବିଦ୍ୟୁତ୍ କାଟ Odisha By Odisha News Insight Last updated Jan 20, 2020 1,638 ଆଜି ୧୧୫୨ ବ୍ୟାବସାୟିକ ପ୍ରତିଷ୍ଠାନରୁ ବିଦ୍ୟୁତ କଟିଲା । ଆଜି ୩ କୋଟି ୬୨ ଲକ୍ଷ ଟଙ୍କାର ବକେୟା ଆଦାୟ କଲା ସେସୁ । ୪ ଦିନରେ ମୋଟ୍ ୧୮.୫୩ କୋଟି ଟଙ୍କାର ବକେୟା ଆଦାୟ । ଆଜି ସୁଦ୍ଧା ୬୨୭୫ ବ୍ୟାବସାୟିକ ପ୍ରତିଷ୍ଠାନରୁ ବିଦ୍ୟୁତ କଟିଛି CESUOdisha 1,638 Share FacebookTwitterWhatsApp