Odisha News Insight

କୋଭିଡ ସେବକଙ୍କ ପାଇଁ ପ୍ରୋତ୍ସାହନ ରାଶି, ଜାଣନ୍ତୁ କାହାକୁ ମିଳିବ କେତେ?

ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଥିବା ବେଳେ ସେମାନଙ୍କର ସେବା ଲାଗିପଡିଛନ୍ତି କରୋନା ଯୋଦ୍ଧା । ଏନେଇ ରାଜ୍ୟରେ କୋଭିଡ ସେବକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କେବଳ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ସେବା ପାଇଁ ଏହି ସହାୟତା ମିଳିବ । ତେବେ

ଯାତ୍ରୀବାହୀ ଘରୋଇ ବସ୍ ପାଇଁ ଟାକ୍ସ ରିହାତି କଲେ ସରକାର

ଯାତ୍ରୀବାହୀ ଘରୋଇ ବସ କ୍ଷେତ୍ରରେ ଟାକ୍ସ ରିହାତି କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଯାତ୍ରୀବାହୀ ବସ୍ କ୍ଷେତ୍ରରେ ଜୁଲାଇରେ ୭୫ ପ୍ରତିଶତ, ଅଗଷ୍ଟରେ ୫୦ ପ୍ରତିଶତ ଓ ସେପ୍ଟେମ୍ବରରେ ୨୫ ପ୍ରତିଶତ ଟାକ୍ସ ରିହାତି ଦିଆଯାଇଛି

କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଆସନ୍ତା କାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପିଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ

ପରଲୋକରେ ବିଜୟ ମହାନ୍ତି

ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । 70 ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୋମବାର ସନ୍ଧ୍ୟା 8ଟାରେ ସେ ପଲସ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ

ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୭ ହଜାର’ ୪୯୭ ରେ ପହଞ୍ଚିଲା ଓ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩…

ଦିନକରେ ୪0 ହଜାର ୪୨୫ ଆକ୍ରାନ୍ତ ଓ ୬୮୧ ମୃତ ଆକ୍ଟିଭ କେସ୍ ୩ ଲକ୍ଷ ୯0 ହଜାର ୪୫୯ ଓ ସୁସ୍ଥ ହେଲେଣି ୭ ଲକ୍ଷ ୮୬ ମହାରାଷ୍ଟ୍ରରେ ସର୍ବାଧିକ ୩ ଲକ୍ଷ ୧0 ହଜାର ୪୫୫ ଆକ୍ରାନ୍ତ ଓ ୧୧ ହଜାର ୮୫୪ ମୃତରାଜ୍ୟରେ ଆଜି ୨୩ଟି ଜିଲ୍ଲାରୁ ଆଉ ୬୭୩ ନୂଆ ଆକ୍ରାନ୍ତ ଚି଼ହ୍ନଟ ୪୪୬ କ୍ଵାରେନଟିନ

କାମ କରୁଛି ପ୍ଲାଜମା ଥେରାପି

ରାଜ୍ୟରେ ସଫଳ ହେଲା ନୂଆ ପ୍ଲାଜ୍‌ମା ଥେରାପି | ପ୍ଲାଜମା ଥେରାପି ଦ୍ବାରା ୬ ଜଣ ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୪ ଜଣ କ୍ଷେତ୍ରରେ ଚିକିତ୍ସା ଫଳପ୍ରଦ ହୋଇଛି | ତେବେ ଅନ୍ୟ ୨ ଜଣଙ୍କ ଅବସ୍ଥା ସ୍ଥିର ରହିଛି |

ସୋସିଆଲ ମିଡ଼ିଆକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି

ଧାରା ‘୬୬ କ’ ଅନୁଯାୟୀ ଇଣ୍ଟରନେଟର କୌଣସି ଲେଖାକୁ ଆଧାର କରି ପୋଲିସ ପାଖରେ କାହାକୁ ଗିରଫ କରିବାର ଅଧିକାର ଥିଲା। କିନ୍ତୁ ଆଜି ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମର ଧାରା ‘୬୬ କ’ ଉପରେ ଐତିହାସିକ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ରଦ୍ଦ ମଧ୍ୟ