Odisha News Insight

ଲକଡାଉନ ଅଞ୍ଚଳରେ ବ୍ୟାଙ୍କ ପାଇଁ ଜାରି ହେଲା ନୂଆ ନିୟମ

ଆସନ୍ତା କାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅଞ୍ଚଳଗୁଡ଼ିକ ପାଇଁ ହୋଇଥିବା ନିୟମରେ ପୁଣି କିଛି ସଂଶୋଦନ କରାଯାଇଛି । ଏହି ସ୍ଥାନଗୁଡ଼ିକରେ ବ୍ୟାଙ୍କ ଖୋଲିବାକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି । କରୋନା ସ୍ଥିତିକୁ ସମ୍ଭାଳିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗଞ୍ଜାମ , କଟକ ,

ତପି ମିଶ୍ର କୁ ମ୍ୟାନେଜର ପୋଷ୍ଟ ରୁ ହଟେଇଲେ ଦୂତି ଚାନ୍ଦ !

ସୋସିଆଲ ମିଡ଼ିଆ ରେ ଲେଖି ବିଗତ କିଛି ଦିନ ହେବ ଅଲମ୍ପିଆନ ଦୂତି ଚାନ୍ଦ ବେଶ୍ ଚର୍ଚ୍ଚା ରେ ଥିଲେ | ହଠାତ୍ ଆଜି ସଂଧ୍ୟା ରେ ଦୂତି ଙ୍କ ଏକ ଟ୍ୱିଟ୍ ସମସ୍ତ ଙ୍କ ମନରେ ପୁଣି ଏକ ନୂଆ ପ୍ରଶ୍ନ ଊଠାଇଛି | ଏହି ଟ୍ୱିଟ୍ ରେ ଦୂତି ଲେଖିଛନ୍ତି ଯେ ସେ ତାଙ୍କର ମ୍ୟାନେଜର ତପି ମିଶ୍ର କୁ ହଟେଇଛନ୍ତି