Odisha News Insight

ଚୀନକୁ ବି ବହିଷ୍କାର କରିବ ଟିକ୍-ଟକ୍, ଜାଣନ୍ତୁ କାରଣ?

ଭାରତରେ ବ୍ୟାନ୍ ହେବା ପରେ ଏବେ ଚୀନଠାରୁ ସମ୍ପର୍କ ଭାଙ୍ଗିବାକୁ ଚାହୁଁଛି ଟିକ୍-ଟକ୍ ଆପ୍ । ବାଇଟଡ୍ୟାନ୍ସ ଲିମିଡେଟ ପକ୍ଷରୁ କୁହାଯାଇଛି ଯେ, ଟିକ୍ ଟକ୍ କାରବାରକୁ କର୍ପୋରେଟ୍ ଢାଞ୍ଚାରେ ପରିବର୍ତ୍ତନ କରିବାକୁ ଯୋଜନା ଚାଲିଛି । କମ୍ପାନୀର ମୂଳ ଉତ୍ପତ୍ତି ଚୀନ ହୋଇଥିବାରୁ ଆମେରିକାର

ଶରୀର ପାଇଁ ଲାଭଦାୟକ କ୍ୟାପ୍‌ସିକମ୍‌, ଜାଣନ୍ତୁ କଣ ସବୁ ମିଳିଥାଏ ଫାଇଦା

ବଜାରରେ ଅତି ସହଜରେ କ୍ୟାପ୍ସିକମ ମିଳିଯାଇଥାଏ। ଏହା ତରକାରୀ ପାଇଁ ବେସି ଆବଶ୍ୟକ ନଥିଲେ ମଧ୍ୟ ସ୍ୱାଦିଷ୍ଟ କରିବାରେ ସାହାଯ୍ୟ କରେ।ବଜାରରେ ଲାଲ୍‌, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍ସିକମ ମିଳିଥାଏ।କ୍ୟାପ୍ସିକମ‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି, ବିଟା-କେରୋଟିନ୍‌ ରହିଛି। ଆସନ୍ତୁ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଅଣାଯିବ ୧ ଲକ୍ଷ ଆଣ୍ଟିଜେନ କିଟ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୧ ଲକ୍ଷ ଆଣ୍ଟିଜେନ କିଟ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ । ତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ

ସରକାରୀ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ କଟକଣା

ସରକାରୀ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ କଟକଣା । ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ସଚିବ ସଞ୍ଜିବ ଚୋପ୍ରା । ଏଣିକି ସରକାରୀ କର୍ମଚାରୀ ସୋସିଆଲ ମିଡିଆରେ ଚାକିରୀ ସମନ୍ଧୀୟ ଅଭିଯୋକକୁ ସାର୍ବଜାନୀନ କରିପାରିବେ ନାହିଁ । ଠିକାରେ କାମ କରୁଥିବା ସରକାରୀଙ୍କ ପାଇଁ ଏହା