Odisha News Insight

ଏଥର ରଜରେ ‘ଓଟିଡିସି’ର ନିଆରା ପ୍ରୟାସ : ‘ପିଠା ଅନ୍ ହ୍ୱିଲ୍‌’ ଓ ‘ହୋମ୍ ଡେଲିଭରି’

‘କୋଭିଡ-୧୯’ ସଂକ୍ରମଣ ରୋକିବା ପାଇଁ ସରକାରୀ କଟକଣା ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏଥର ନିଆରା ଢଙ୍ଗରେ ଓଡ଼ିଶାର ପାରମ୍ପରିକ ପର୍ବ ‘ରଜ’ ମହୋତ୍ସବକୁ ଲୋକଙ୍କ ସହ ପାଳିବାକୁ ନିଷ୍ପତ୍ତି ନେଇଛି। ରଜପର୍ବରେ ‘ଓଟିଡିସି’ର ପାନ୍ଥନିବାସଗୁଡ଼ିକରେ ପ୍ରସ୍ତୁତ ସୁସ୍ୱାଦୁ ରଜପିଠା

ରଥଯାତ୍ରାକୁ ଆଉ ମାତ୍ର ୧୨ ଦିନ

ରଥଯାତ୍ରାକୁ ଆଉ ମାତ୍ର ୧୨ ଦିନ। ଅର୍ଥାତ  ଜୁନ୍ ୨୩ ତାରିଖ ଦିନ ମହାପ୍ରଭୁଙ୍କ ରଥଯାତ୍ରା।  କିନ୍ତୁ ଏଯାଏ ରଥଯାତ୍ରା ସମନ୍ବୟ କମିଟି ବୈଠକ ବସିନାହିଁ। ବଡ଼ଦାଣ୍ଡରୁ ଦୋକାନ ହଟିବା ଲାଗି ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଇନାହିଁ। ପୁଲିସ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇନି। ହେଲେ ରଥନିର୍ମାଣ

କିସ୍ ରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଲାସ୍ ; ୩୦ ହଜାର ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲା ଶିକ୍ଷା

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ (କିସ୍) ଉଦ୍ୟମରେ ଓ କଳିଙ୍ଗ ଟିଭି ପ୍ରୟାସରେ କିସ ଇ ଲର୍ଣ୍ଣିଂ କ୍ଳାସ କାର୍ଯ୍ୟକ୍ରମ ବୁଧବାର କିସରେ ଉଦଘାଟିତ ହୋଇଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରେଣୀଗୃହ ଶିକ୍ଷାଦାନ ପଦ୍ଧତି

ଏନଡିଆରଏଫ୍ ର ୫୦ ଯବାନ ପଜିଟିଭ୍, ଅମ୍ଫାନ ଉଦ୍ଧାର ପାଇଁ ଯାଇଥଲେ ପଶ୍ଚିମବଙ୍ଗ |

କଟକ ମୁଣ୍ଡଳୀ ଏନଡିଆରଏଫ୍ କ୍ୟାମ୍ପର ୫୦ ଯବାନ କରୋନା ପଜିଟିଭ | ୩ ଦିନ ତଳେ ଜଣେ, ଆଜି ଆଉ ୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏ ନେଇଁ ଏନଡିଆରଏଫ୍ ପକ୍ଷରୁ ସୂଚନା ଦିଆ ଯାଇଛ | ସୂଚନା ୧୬୭ ଏନଡିଆରଏଫ୍ ଯବାନ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ

ବନ୍ଦ ହେଲା ଦେଶର ସବୁଠାରୁ ବଡ଼ ସାଇକେଲ କମ୍ପାନୀ

ଦେଶର ୬୯ ବର୍ଷ ପୁରୁଣା ସାଇକେଲ କମ୍ପାନୀ 'ଆଟଲାସ' ଆର୍ଥିକ ସଙ୍କଟ କାରଣରୁ କାରଖାନାରେ କାମ କରିବା ବନ୍ଦ କରିଦେଇଛି । ଏହି କାରଣରୁ କମ୍ପାନୀରେ କାର୍ଯ୍ୟ କରୁଥିବା ୪୫୦ରୁ ଅଧିକ କର୍ମଚାରୀଙ୍କ ସାମ୍ନାରେ ଜୀବିକା ସଙ୍କଟ ଦେଖାଦେଇଛି । ସାଇକେଲ କମ୍ପାନୀ ଆଟଲାସ ଗତ କିଛି ବର୍ଷ ଧରି ଆର୍ଥିକ

ବିରାଶାଳ ଏୟାରଷ୍ଟ୍ରିରେ ଟ୍ରେନିଂ ବିମାନ କ୍ରାସ୍, ୨ ପାଇଲଟ ମୃତ

ଢେଙ୍କାନାଳର କଙ୍କଡ଼ାହାଡ଼ରେ ଟ୍ରେନିଂ ବିମାନ ଦୁର୍ଘଟଣା । ଟ୍ରେନିଂ ନେଉଥିବା ଦୁଇ ପାଇଲଟଙ୍କ ମୃତ୍ୟୁ । ବିରାଶାଳ ଏୟାରଷ୍ଟ୍ରିପରେ ଏବି ବିମାନ ଦୁର୍ଘଟଣା ଘଟିଛି । ଟ୍ରେନିଂ ବେଳେ ବିମାନ କ୍ରାସ୍ ହୋଇ ଖସି ପଡିଛି । ମୃତ ଦୁଇ ପାଇଲଟଙ୍କ ଭିତରୁ ଜଣେ ଟ୍ରେନର ହୋଇଥିବା ବେଳେ ଅନ୍ୟ ଜଣେ