Odisha News Insight

ସମ୍ବିତ ପାତ୍ରଙ୍କ ଦେହରେ କୋରୋନା ଭୁତାଣୁ

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଙ୍କ ଦେହ ରେ କୋରୋନା ଭୁତାଣୁ ମିଳିଛି। ଯାହାକୁ ନେଇ ସାରା ଦେଶ ରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ଦେହ ରେ କୋରୋନା ର ଲକ୍ଷଣ ଦେଖାଦେବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତାଙ୍କର କୋରୋନା ପଜିଟିଭ ବାହାରିବା ପରେ ତାଙ୍କୁ

ଭେଣ୍ଟିଲେଟରରେ ବିଜୟ ମହାନ୍ତି |

ଓଲିଉଡ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରରେ ଭର୍ତ୍ତି କରାଯାଇଛି । ହୃଦ୍‌ଘାତରେ ପୀଡିତଥିବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଡାକ୍ତର କହିଛନ୍ତି |

ଆଡିଠୁ ଗଡ଼ିବ ‘ମୋ ବସ୍’

ଆଜିଠାରୁ ଟ୍ବି୍ନ୍ ସିଟି ଭୁବନେଶ୍ବର ଓ କଟକର ୭ଟି ରୁଟ୍‌ରେ ଚାଲିବ ଅଣ ଶୀତତାପ ନିୟନ୍ତ୍ରିତ ମୋ ବସ୍‌। ସକାଳ ୭ରୁ ସଂଧ୍ୟା ୭ ଯାଏଁ ଚାଲିବ ମୋ ବସ୍‌ । ବସ୍‌ରେ ଠିଆ ହୋଇ ଯାତ୍ରା କରିବା ମନା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଏମଆରପି ଉପରେ ୫୦% ସ୍ୱତନ୍ତ୍ର କୋଭିଡ ଫି

ଭୁୁବନେଶ୍ୱର: କାଲିଠାରୁ ଅନଲାଇନ୍ ରେ ମିଳିଯିବ ମଦ । ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି । ଅର୍ଡର ଦେବାର ୬ ଘଣ୍ଟାରେ ଜିନିଷ ପହଞ୍ଚିବ । ତେବେ ଗରାଖଙ୍କ ପାଇଁ ଏହା ମହଙ୍ଗା ହେବ । ବିଦେଶୀ ମଦ ଓ ବିୟର ଉପରେ ଲାଗିବ କୋଭିଡ ଫି । ଏମଆରପି ଉପରେ ଗରାଖଙ୍କୁ ୫୦% ସ୍ୱତନ୍ତ୍ର

ଆସନ୍ତାକାଲିଠାରୁ ଖୋଲିବ ପାର୍କ; ବିଏମସି

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସମସ୍ତ ପାର୍କ ଖୋଲିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାରା ଦେଶରେ କରୋନା ସଂକ୍ରମଣ ରୋକିବାକୁ ଲକାଡାଉନ୍ ଜାରି କରାଯାଇଥିଲା । ଲକଡାଉନ୍ ପାଇଁ ସମସ୍ତ ସର୍ବସାଧାରଣ ସ୍ଥାନ ଯଥା ପାର୍କ, ଜିମ୍, ସପିଂ ମଲ୍ ଆଦି ବନ୍ଦ