Odisha News Insight

ଖୋଲିବ ସେଲୁନ୍‌, ପାର୍ଲର; ବିଏମ୍‌ସି ରଖିଲା କଡ଼ା ସର୍ତ୍ତ

ମହାମାରୀ ‘କରୋନା’ ପାଇଁ ଦିଆଯାଇଛି ଲକ୍‌ଡାଉନ। ୪.୦ ଲକ୍‌ଡାଉନରେ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ? ସେଥିପାଇଁ ଗାଇଡ୍‌ଲାଇନ ଜାରି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି)। ଜାରି କରିଥିବା ନିର୍ଦ୍ଦେଶନାମ ଅନୁସାରେ ବିମାନ ଚଳାଚଳ, ସ୍କୁଲ, କଲେଜ, କୋଚିଂ

ଥାନାରେ ଗୋଇଠା ଓ ମାଡ଼ ମାରିବା ଘଟଣା, ମହିଳା ଥାନାଧିକାର ପାଇଁ ବଢିଲା ଅଡ଼ୁଆ |

ଜମିଜମା ବିବାଦକୁ ନେଇଁ ଯୁବକଙ୍କୁ ଥାନା ଭିତରେ ଗୋଇଠା ସହ ନିର୍ମମ ମାଡ଼ ଘଟଣାରେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ସଂଧ୍ୟାରାଣୀ ଜେନାଙ୍କ ପାଇଁ ବଢ଼ିଲା ଅଡୁଆ। ଘଟଣାର ଜବାବ ତଲବ କରି ୪ ସପ୍ତାହରେ ରିପୋର୍ଟ ଦେବାକୁ କେନ୍ଦୁଝର ଏସ୍‌ପି ଓ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ମାନବଧିକାର

ବାତ୍ୟା ଅପଡେଟ୍: ପୁଣି ମନ୍ଥର ହେଲା ବାତ୍ୟା ଅମ୍ଫାନର ଗତି

ବାତ୍ୟା ଅପଡେଟ୍: ପୁଣି ମନ୍ଥର ହେଲା ବାତ୍ୟା ଅମ୍ଫାନର ଗତି। ଏବେ ଘଣ୍ଟାକୁ ୮ କିଲୋମିଟର ବେଗରେ ଯିବାକୁ ଆରମ୍ଭ କରିଛି। ଅଧିକ ଭୟଙ୍କର ହେଉଥିବା କାରଣରୁ ସନ୍ଧ୍ୟା ପରିବର୍ତେ ପୂର୍ବାହ୍ନ ୧୧ଟା ୩୦ ବେଳକୁ ମହାବାତ୍ୟାର ରୂପ ନେଇସାରିଲାଣି। ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ୨୩୦

ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି |

ଆଉ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପାଇଁ କିଛି ଗାଇଡଲାଇନ ଜାରି କରାଯାଇଛି | ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାର ଏଣିକି ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ନିର୍ଦ୍ଧାରଣ କରିବେ | ସେହିପରି ବର୍ତ୍ତମାନ ତିନିଟି ଜୋନ ବଦଳରେ ୫ଟି ଜୋନ ରହିବ | ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ସହ ବଫର

ବାତ୍ୟା ନେଇ IMD ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ।

-ପଶ୍ଚିମବଙ୍ଗ ଉପକୂଳରେ ମାଡ଼ ହୋଇପାରେ ବାତ୍ୟା ଅମ୍ଫାନ । -ବୁଲବୁଲ ଅପେକ୍ଷା ଅଧିକ, ଫୋନି ଅପେକ୍ଷା କମ ରହିବ ପବନର ବେଗ । -୧୮ ତାରିଖ ସଂଧ୍ୟାରୁ ଓଡ଼ିଶାରେ ବର୍ଷା ସମ୍ଭାବନା ୧୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । -୧୯ ରେ ୪୫ରୁ ୫୫ କିମି ବେଗରେ ପବନ ଆଶଙ୍କା । -୨୦

ସାବଧାନ! ମାତିଛନ୍ତି ଫେସବୁକ ହ୍ୟାକର

ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କାଟାର୍ଗେଟରେ ପୁଲିସ, ସାମ୍ବାଦିକ ଓ ସରକାର ଅଧିକାରୀ  ଆପଣଙ୍କର ଫେସବୁକ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସାବଧାନ! ଆପଣଙ୍କ ଆକାଉଂଟ ହ୍ୟାକ ହୋଇପାରେ । ସେଥିରେ ଥିବା ସମସ୍ତ ଡାଟା ସହ ଆପଣଙ୍କ ନାଁରେ ସାଙ୍ଗମାନଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ