Odisha News Insight

ଝିଲିକ୍‌ ଶିଖୁଛନ୍ତି ଓଡ଼ିଆ, ପଢ଼ୁଛନ୍ତି ମଧୁ ବର୍ଣ୍ଣବୋଧ

ଓଡ଼ିଆ ଘରର ବୋହୂ ହେବା ପରେ ଓଲିଉଡ୍‌ର ବଙ୍ଗୀୟ ଅଭିନେତ୍ରୀ ଝିଲିକ୍‌ ଓଡ଼ିଆ ଶିଖିବା ପାଇଁ ମନ ବଳାଇଛନ୍ତି। ତେଣୁ ଆଜିକାଲି ସେ ସଚିତ୍ର ଓଡ଼ିଆ ମଧୁ ବର୍ଣ୍ଣବୋଧ ବହି ପଢ଼ୁଛନ୍ତି। ଖୁବ୍‌ କମ୍ ସମୟରେ ସେ ଓଡ଼ିଆ ଅକ୍ଷର ଶିଖି ପାରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ରରେ

ଲକଡାଉନ ବଢିବ, 18 ମେ ରୁ 4.0

ଲକ ଡାଉନ ପୁଣି ବଢିବ ! ତେବେ କେତେକ କ୍ଷେତ୍ରରେ କୋହଳ କରାଯିବ ! ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ! ମେ 18 ପୂର୍ବରୁ ଏନେଇ ସବିଶେଷ ଘୋଷଣା କରାଯିବ ! ଦେଶବାସୀଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ! ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍ଥିକ ପ୍ୟାକେଜ

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

ରାଜ୍ୟରେ ଆଉ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ୧୫, ଗଞ୍ଜାମରୁ ୩, ଯାଜପୁରରୁ ୩, ପୁରୀରୁ ଜଣେ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ସେଥିରୁ ୩୪୯ଜଣ ଚିକିତ୍ସିତ

ବନ୍ଦେ ଭାରତ ମିସନ ରେ ପ୍ରବାସୀଙ୍କୁ ନେଇ ଭୁବନେଶ୍ବର ଫେରିବ 2 ଟି ବିମାନ!

ପ୍ରଥମରେ ମିଡ୍ ଇଷ୍ଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସନ୍ତା 14 ତାରିଖରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନ ଦୁବାଇରୁ ଭୁବନେଶ୍ବର ଆସିବ I ଏୟାର୍ ଇଣ୍ଡିଆ ବିମାନ ଏଆଇ - 1474 ରେ ପ୍ରାୟ ଦୁଇ ଶହ ଯାତ୍ରୀ ଫେରିବେ I ଏହାପରେ ଆଉ ଏକ ବିମାନ କ୍ୱାଲାଲୁମ୍ପୁରରୁ ପ୍ରବାସୀଙ୍କୁ ନେଇ

ମଦ ଭରସାରେ ଅର୍ଥନୀତି: ଏମିତି ରହିଛି ହିସାବ କିତାବ

ଦିଲ୍ଲୀର ‘ସ୍ପେସାଲ କରୋନା ଫି’ ପରେ ରାଜସ୍ୱ ବୃଦ୍ଧି ପାଇଁ ଅନେକ ରାଜ୍ୟ ମଦ ଦାମ ବଢ଼ାଇଛନ୍ତି । ଏହି ମୂଲ୍ୟ ବୃଦ୍ଧି ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟଗୁଡ଼ିକର ଡୁବିଯାଉଥିବା ଅର୍ଥନୀତିକୁ ସହାୟକ ହୋଇଛି । ଇଣ୍ଡିଆ ରେଟିଂସର ଚିଫ୍ ଇକୋନୋମିଷ୍ଟ ଡି.କେ. ପନ୍ଥଙ୍କ ଅନୁସାରେ

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ

ରେଲୱେ ସେବା ପାଇଁ ଏସ୍‌ଓପି ଜାରି କରୋନା ଭାଇରସ୍‌ର ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍ ଯୋଗୁ ଗତ ମାର୍ଚ୍ଚ ୨୫ରୁ ରେଳ ସେବା ବନ୍ଦ ରହିବା ପରେ ମଙ୍ଗଳବାର ସାରା ଦେଶରେ ୩୦ଟି ସ୍ୱତନ୍ତ୍ର ଟ୍ରେନ୍ (ଅପ୍ ଆଣ୍ଡ ଡାଉନ୍‌) ଚଳାଚଳ ଆରମ୍ଭ କରୁଛି । ଜାତୀୟ ରାଜଧାନୀ ଦିଲ୍ଲୀରୁ ଦେଶର ବିଭିନ୍ନ

ଔଷଧ ଅଦା

ରାତି ପାହିଲେ ରୋଷେଇ ଘରେ ଖୋଜାପଡେ ଅଦା। ଚା’ଠାରୁ ଆରମ୍ଭ କରି ତରକାରୀ ପର୍ଯ୍ୟନ୍ତ ସବୁଥିରେ ପଡିପାରେ ଏହି ଅଦା। ଏହାକୁ ଖାଲି ମଧ୍ୟ ଖିଆଯାଏ। ଯାହା ଥଣ୍ଡା ସର୍ଦ୍ଦି ସମସ୍ୟାକୁ ଠିକ୍ କରିଥାଏ। ଏମିତିକି ଗଳା ସଂକ୍ରମଣ ହୋଇଥିଲେ ଅଦାକୁ ବ୍ୟବହାର କରାଯାଏ। ଏହି ଅଦାର ଆଉ କିଛି ଔଷଧୀୟ ଗୁଣ