Odisha News Insight

କିମ୍‌ସ କୋଭିଡ ହସପିଟାଲର ୧୧୦ ନର୍ସ ଓ ପାରାମେଡିକାଲ ଷ୍ଟାଫ୍‌ ଘରକୁ ଫେରିଲେ

କିମ୍‌ସ କୋଭିଡ ହସପିଟାଲରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ୧୧୦ ଜଣ ନର୍ସ, ପାରାମେଡିକାଲ ଷ୍ଟାଫ ଅନ୍ୟ କର୍ମଚାରୀ ଆଜି ଘରକୁ ଫେରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନେ ୧୪ ଦିନ କାର୍ଯ୍ୟ କରିବା ପରେ ୧୪ ଦିନ ସଂଗରୋଧରେ ରହିଥିଲେ। ପରେ ସେମାନଙ୍କ ରିପୋର୍ଟ ପରୀକ୍ଷା କରାଯାଇ

ଏଣିକି କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ଗିରଫ

ଏଣିକି କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ସଙ୍ଗରୋଧ  ନିୟମ ଉଲ୍ଲଂଘନ ଛୋଟକଥା ନୁହେଁ, ଗୁରୁତର ଅପରାଧ। କିଛିଲୋକ ଏପରି କରୁଥିବା ସରକାରଙ୍କ ନଜରକୁ ଆସିଛି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଜି

KIMS କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପବୃଷ୍ଟି କଲା ବାୟୁସେନା ବିମାନ

କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ସଲାମ ଜଣାଇଛନ୍ତି ଦେଶର ବୀର ଯୋଦ୍ଧା ।  ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ରବିବାର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସଲାମ ଦିଆଯାଇଛି। କରୋନା ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ରୋଗୀଙ୍କ ସେବା