Odisha News Insight

ଭାଇରସ ଠାରୁ ଦିନେଶ ମାରାତ୍ମକ !

ଯାଜପୁର ଜିଲ୍ଲା ରେ ସାବୁନ ,ପାଉଡ଼ର,କ୍ରିମ ଆଦି ଏକ ମଲଟି ନେସନାଲ କମ୍ପାନି ର ଡିଷ୍ଟିବୁଟର ସିପ ନେଇ ପ୍ରାୟ ଦୀର୍ଘ ଦିନ ହେବ ଯାଜପୁର ଜିଲ୍ଲା ରେ ଥିବା ଏକାଧିକ ଦୋକାନି କୁ ଚିଠା ରେ ଠକେଇ କରି ଅସାଧୁ ଊପାୟ ରେ ଅର୍ଥ ଲୁଟି ଦାମି ଗାଡ଼ି କିଣିବା ଓ ସୁଊଚ୍ଚ ଅଟ୍ଟାଳିକା ଠିଆ କରିବା ସାଧାରଣ

୧୫ରୁ ୪୦ ବର୍ଷ ବୟସ୍କ ସର୍ବାଧିକ ଆକ୍ରାନ୍ତ

ମହାମାରୀ କରୋନା ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରବେଶ କରିଛି । ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, କଳାହାଣ୍ଡି, ଢେଙ୍କାନାଳ, କୋରାପୁଟ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ

ପୂର୍ବତନ ବିଧାୟକଙ୍କ ଗାଡିକୁ ଗୁଳି ମାଡ

ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁରଙ୍କ ଗାଡି ଉପରକୁ ଗୁଳିମାଡ ହୋଇଛି । ସେ କୌଣସି କାମରେ ଏଫସିଆଇ ଚିତ୍ରକୂଟରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ବଲେରୋ ଗାଡି ଉପରକୁ ଦୁର୍ବୃତମାନେ ଗୁଳିମାଡ କରିଛନ୍ତି । ସେ ଗୁଳିମାଡରେ ତାଙ୍କ ଗାଡିର

ଓଡିଶାକୁ ଫେରୁଥିବା ଶ୍ରମିକମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ଲକଡାଉନ କଟକଣା ପରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ଶ୍ରମିକମାନେ ଓଡିଶା ଫେରୁଛନ୍ତି।  ତେବେ ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ  ରାଜ୍ୟ ସରକାର । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଚାଂୟତିରାଜ ଓ ଗୃହ ନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

କିମ୍‍ସରେ ବିରଳ ଅସ୍ତ୍ରୋପଚାର, ୭ବର୍ଷ ଶିଶୁ ଫୁସ୍‍ଫୁସ୍‍ରୁ ବାହାରିଲା କ୍ଷୀରଦାନ୍ତ

ଜଣେ ୭ବର୍ଷ ଶିଶୁର ଫୁସ୍‍ଫୁସ୍‍ରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମ୍‍ସର ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି । ବାଲେଶ୍ୱରର ସୋରୋ ଅଞ୍ଚଳରୁ ଆସିଥିବା ଏହି ଶିଶୁଟି ପାଟିରୁ ଅଜଣାତରେ କ୍ଷୀରଦାନ୍ତଟି ବାହାରି ଯାଇ ଫୁସ୍‍ଫୁସ୍‍ରେ ଅଟକି ରହିଥିଲା । ଫଳରେ ଶିଶୁଟିର ଶ୍ୱାସ