Odisha News Insight

ଆହୁରି ମାସେ ବଢ଼ାଯାଉ ଲକଡାଉନ ଅବଧି: ସ୍ୱାସ୍ଥ୍ୟମନ୍ତ୍ରୀ

ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରତିକ୍ରିୟା ରଖିଛନ୍ତିି । ସେ କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ନିୟନ୍ତ୍ରଣରେ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ପାଖରେ କଣ ଦାବି ରଖିଲେ ନବୀନ? ଜାଣନ୍ତୁ

ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ସେହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ରଖିଛନ୍ତି । ସେ ଦାବି ରଖି କହିଛନ୍ତି ଯେ ନିଜ ନିଜ ରାଜ୍ୟରେ ଥିବା ଶ୍ରମିକଙ୍କ

ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କରୋନାରେ ମୃତ୍ୟୁ ହେଲେ ୧୫ଲକ୍ଷ

ସାମ୍ବାଦିକଙ୍କ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ଲକ୍ଷଟଙ୍କାର ସହାୟତା ମିଳିବ । ଏହା ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଭାବେ ମିଳିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ନବୀନ

ସାମନାକୁ ଆସିଲା କରୋନାର ଆଉ ୬ଟି ନୂଆ ଲକ୍ଷଣ

ଦିନକୁ ଦିନ କରୋନା ଭାଇରସର ନୂଆ ନୂଆ ଲକ୍ଷଣ ସାମାନକୁ ଆସିବାରେ ଲାଗିଛି । ପୂର୍ବରୁ ଶୁଖିଲା କାଶ, ଅଧିକ ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଲକ୍ଷଣକୁ କରୋନା ଲକ୍ଷଣ ବୋଲି କୁହାଯାଉଥିଲା । କିନ୍ତୁ ଆମେରିକାର ସିଡିସି ଦ୍ୱାରା କରୋନାର ଆଉ ୬ଟି ନୂଆ ଲକ୍ଷଣ ବିଷୟରେ କହିଛି । ଏହି ଲକ୍ଷଣ

କରୋନାରେ କଂଗ୍ରେସର ବରିଷ୍ଠ ନେତାଙ୍କ ମୃତ୍ୟୁ

ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବା ଅହମ୍ମଦାବାଦ ନଗର ନିଗମର ପୂର୍ବ ନେତା ବଦରୁଦ୍ଦିନ୍ ଶେଖ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ପାର୍ଟୀର ନେତା ଶକ୍ତି ଗୋହିଲ ଏନେଇ ସୂଚନା ଦେଇଛନ୍ତି । ରିପୋର୍ଟ ମୁତାବକ ଗୋହଲି କହିଛନ୍ତି ଯେ, ଆଜି ମୋ ପାଖରେ କହିବାକୁ କିଛି ନାହିଁ

WHOର ଚେତାବନୀ- କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଠାରେ ଅଧିକ ବିପଦ

କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଲକ୍-ଡାଉନ୍ ଲାଗୁ ହେଉଥିବା ବେଳେ ଏହାର ଖରାପ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡୁଛି । ଏନେଇ ବହୁ ଦେଶ ଇମ୍ୟୁନିଟି ସାର୍ଟିଫିକେଟ ଆଧାରରେ ଲକ୍-ଡାଉନକୁ କୋହଳ କରିବାକୁ ଚିନ୍ତା କରୁଛନ୍ତି । କିନ୍ତୁ ଏପରି କରିବା ଦ୍ୱାରା ବିପଦ ଆହୁରି ବଢିଯିବ ବୋଲି WHO