Odisha News Insight

ଉପସାଗରୀୟ ଅଞ୍ଚଳରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ୩ଟି ଜାହାଜ ପଠାଇବ ଭାରତ

ଉପସାଗରୀୟ ଅଞ୍ଚଳରେ ଥିବା ଭାରତୀୟ ମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ୩ଟି ଜାହାଜ ପଠାଇବାକୁ ବିଚାର କରୁଛନ୍ତି । ଭାରତୀୟ ନୌସେନାର ଏହି ୩ଟି ଜାହାଜ ମଧ୍ୟରେ ରହିଛି ଆଇଏନଏସ ଜଳାଶ୍ୱ ଓ ଅନ୍ୟ ୨ଟି ଛୋଟ ଜାହାଜ । ଆଇଏନଏସ ଜଳାଶ୍ୱ ଏକ ବୃହତ ଏଲପିଡି ବା ଲାଣ୍ଡିଂ ପ୍ଲାଟଫର୍ମ ଡକ ଜାହାଜ

ସୁରତରୁ ୪ଟି ବସରେ ଓଡ଼ିଶା ବାହାରିଲେ ଗଞ୍ଜାମ ଶ୍ରମିକ

ଲକ୍‌ଡାଉନ୍ କଟକଣା ପରେ ବିଭିନ୍ନ କାରଖାନା ବନ୍ଦ ହୋଇଯାଇଥିବା ଯୋଗୁଁ ଗୁଜରାଟର ସୁରତ ସହରରେ ରହୁଥିବା ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଶ୍ରମିକ ବେରୋଜଗାର ହୋଇଯାଇଛନ୍ତି। ଏଥିପାଇଁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ

ଲକଡାଉନ ଅବଧି ବୃଦ୍ଧି ସପକ୍ଷରେ ଓଡ଼ିଶା

 ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଚତୁର୍ଥ ଥର ଲାଗି ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଲକଡାଉନ ବଢାଇବା ସପକ୍ଷରେ ଓଡ଼ିଶା ସମେତ ପ୍ରାୟ ସମସ୍ତ ରାଜ୍ୟ ମତ ଦେଇଛନ୍ତି । ହେଲେ ଦୁଇଟି ରାଜ୍ୟ ଲକଡାଉନ ବିପକ୍ଷରେ ଅଛନ୍ତି । ତେଣୁ ୩ ତାରିଖ ପରେ ଲକଡାଉନ ବଢିବ ନାଁ

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ମହମ୍ମହ ରଫିକ

ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ମହମ୍ମହ ରଫିକ । ରାଜ୍ୟପାଳ ଗଣେଶୀଲାଲ୍ ଆଜି ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଜଷ୍ଟିସ ରଫିକ ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାପତି ଥିଲେ । ତାଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି

ବିଏମସି ବୁଲାଇଲା ପ୍ରଚାର ଗାଡ଼ି

ହଟସ୍ପଟ ଜୋନ ତଥା ଭୁବନେଶ୍ୱରରେ ଦୋକାନ ଖୋଲିଲେ ଏଣିକି କାର୍ଯ୍ୟାନୁଷ୍ଟାନ ନିଆଯିବ । ଗତ ଦୁଇଦିନ ହେଲା କେତେକ ଅମାନିଆ ବ୍ୟବସାୟୀ ତଥା ଦ୍ୱନ୍ଦ୍ୱରେ ପଡି କିଛି ଦୋକାନ ବଜାର ଖୋଲିଥିଲେ । ଏନେଇ ‘ONI’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଉଠିଛି । ଭୁବନେଶ୍ୱର ମହାନଗର ନିଗମ

ଯାଜପୁରରୁ ହଟିଲା ସଟ୍‌ଡାଉନ୍‌, ଖୋଲିବ ଏହି ସବୁ ଦୋକାନ

ଯାଜପୁର ଜିଲ୍ଲାରୁ ସଟ୍‌ ଡାଉନ୍‌ ହଟିବା ପରେ ଏବେ ଲୋକଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । ଲଗାତାର ଭାବେ ନୂଆ କରୋନା ମାମଲା ସାମ୍ନାକୁ ଆସିବାରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ତେବେ ଆଜି ୬୦ ଘଣ୍ଟାର ସଟ୍‌ ଡାଉନ୍‌ ଅବଧି