Odisha News Insight

ଫସିବେ ଫେକ୍‌କଲକାରୀ, ମାମଲା ରୁଜୁ

ଥଟ୍ଟା-ମଜା କରିବା ମହଙ୍ଗା ପଡିଲା । ଟାଇମପାସ୍ ପାଇଁ କଲ ସେଣ୍ଟରକୁ କଲ କରି ଝିଅଙ୍କ ସହ ଗପିବା ଏବେ ଫେକ କଲକାରୀଙ୍କ ପାଇଁ କାଳ ସାଜିଲା । ପୁଲିସ ଫେକକଲକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ଖୁବଶୀଘ୍ର ସେମାନଙ୍କୁ ପୁଲିସ ବାନ୍ଧିବ ବୋଲି ଜଣାପଡିଛି । ୧୦୪ ହେଲଫ

ସରକାରୀ ୱେବସାଇଟରେ ଚାଷୀ ବିକିବେ ପନିପରିବା

କରୋନା ଯୋଗୁ ରାଜ୍ୟରେ ଲକଡାଉନ୍ ଥିବାରୁ ଚାଷୀମାନେ ନିଜର ଉତ୍ପାଦିତ ଫଳ,ପନିପରିବାର, ଫୁଲ ଓ ମସଲା ଇତ୍ୟାଦି ଉଦ୍ୟାନଭିତ୍ତିକ ଫସଲର ଉପଯୁକ୍ତ ବିକ୍ରିକଟା କରିବାରେ ଅସୁବିଧା ହେଉଥିବାରୁ ରାଜ୍ୟ ସରକାର ଏବେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ‘ଓଡ଼ିହର୍ଟିମାର୍କେଟିଂ ଡଟ୍ ଏନଆଇସି

ହ୍ବାଟ୍‌ସ୍ଆପ୍‌ରେ ମିଳିବ ଓଡିଶା ସରକାରଙ୍କ କରୋନା ତଥ୍ୟ

କରୋନାଭାଇସ୍ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେବା ନିମନ୍ତେ ରାଜ୍ୟ ସରକାର ହ୍ବାଟ୍‌ସ୍ଆପ୍‌ରେ କୋଭିଡ୍ ହେଲ୍‌ପ୍‌ଡେସ୍କ ଆରମ୍ଭ କରିଛନ୍ତି।ବହ୍ବାଟ୍‌ସ୍‌ଆପ୍‌ରେ କୋଭିଡ୍-୧୯ ସଂକ୍ରାନ୍ତ ସମସ୍ତ ଅପ୍‌ଡେଟ୍‌ସ୍ ପାଇବା ନିମନ୍ତେ ୯୩୩୭୯୨୯୦୦୦ ହାଇ ‘Hi’ କିଂବା bi.ly/OGCovidWhatsAppରେ

କରୋନା ରୋକିବାକୁ ରାଜ୍ୟର ସବୁ ସରପଞ୍ଚମାନଙ୍କୁ ଶପଥ କାରାଇଲେ ନବୀନ

କରୋନା ମୁକାବିଲା ନେଇ ରାଜ୍ୟର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଶପଥ କରାଇଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସରପଞ୍ଚମାନେ ଗାଁରେ କରୋନାକୁ ପଶେଇ ନ ଦେବାକୁ ଶପଥ ନେଇଛନ୍ତି।

ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ

ରାଜ୍ୟରେ ଗତକାଲି ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ କରାଯାଇଛି । ଗୋଟିଏ ଦିନରେ ମୋଟ ୨୦୨୭ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଆରଏମଆରସିରେ ସର୍ବାଧିକ ୧୨୩୪, ଏମ୍ସରେ ୭୭, ଏସସିବିରେ ୩୭୮, ଏମକେସିଜିରେ ୪୧, ଭିମସାରେ ୩୩, ଆଇଏଲଏସରେ ୧୯୨, ଆଇଜିଏଚରେ ୫୧ ଓ ଆପୋଲୋରେ ୨୧ଟି

ରାପିଡ ଟେଷ୍ଟ କିଟରେ ତ୍ରୁଟି, ପରୀକ୍ଷା ବନ୍ଦ!

ରାପିଡ ଟେଷ୍ଟ କିଟରେ ତ୍ରୁଟି ଥିବା ଅଭିଯୋଗ ଆସିବା ପରେ ପରୀକ୍ଷାକୁ ଦୁଇଦିନ ପାଇଁ ବନ୍ଦ ରଖାଯାଇଛି । ଆଇସିଏମଆର ବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ପରିକ୍ଷା ବନ୍ଦ ପାଇଁ କୁହାଯାଇଛି । ଏଥିସହିତ ଅଭିଯୋଗର ତଦନ୍ତ କରାଯିବ । ଆଇସିଏମଆର୍ ପକ୍ଷରୁସାମ୍ବାଦିକ