Odisha News Insight

ରାଜ୍ୟରେ ୪ ନୂଆ କରୋନା ଆକ୍ରାନ୍ତ, ମୋଟ ୫୪ ଜଣ

ଆଜି ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ୫୩ ଜଣଙ୍କ ମଧ୍ୟରୁ ୪୧ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଆଜି ସୂଚନା ଦେଇଛି ରାଜ୍ୟ