Odisha News Insight

୮୦ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ ‘କରୋନା’ ଲକ୍ଷଣ ନାହିଁ

ରାଜ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏପରିକି ଏବେ ସୁଦ୍ଧା ୩୭ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାରି ମଧ୍ୟରେ ବଡ଼ ଖବର

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ, ମୋଟ ୫୦

ରାଜ୍ୟରେ ଆଉ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ୫୦ ଜଣଙ୍କ ମଧ୍ୟରୁ ୩୭ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ

କରୋନା: ଘରୋଇ ସ୍କୁଲ ଗୁଡ଼ିକ ଫି’ କମାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ବିଶ୍ବ ସଙ୍କଟ ଦେଇ ଗତି କରୁଛି। ଏହି ଭାଇରସ୍‌ ର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏଥିପାଇଁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ଲକ୍‌ଡାଉନ୍ ଏବଂ କୋଭିଡ୍-୧୯ ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ

ଅମାନିଆ ଗାଡ଼ିଚାଳକ ସାବଧାନ: ବଦଳିଲା ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ବର ଏଜି ଛକରେ ପୁଲିସ ପକ୍ଷରୁ ପ୍ରତିବନ୍ଧକ  ରାସ୍ତାରେ ଯାତାୟତ ଗାଡ଼ିକୁ ପୁଲିସ ଜବତ କରିପାରିବନି ବୋଲି ଗତକାଲି ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ହାଇକୋର୍ଟ ଆଜି ପୁଣି ନିଜ ନିଷ୍ପତ୍ତିରେ ସଂଶୋଧନ ଆଣିଛନ୍ତି। କୋହଳ ହୋଇଥିବା ଗାଡ଼ି ଚଳାଚଳ କଟକଣା ପୁଣି ଲାଗୁ ହୋଇଛି।