Odisha News Insight

କରୋନା: କ୍ରାଇମ୍‌ବ୍ରାଞ୍ଚ୍‌ ଜାରି କଲା ଆଡ୍‌ଭାଇଜରି

ମହାମାର କରୋନା ଭାଇରସକୁ ନେଇ ସମସ୍ତେ ଚନ୍ତିତ। ଏହାରି ମଧ୍ୟରେ ମହାମାରୀ କରୋନା ସଂପର୍କରେ ମିଥ୍ୟା ଖବର ଓ ଗୁଜବ ପ୍ରଚାର ଭଳି ଘଟଣାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ କରୋନା ସଂପର୍କରେ କୌଣସି ଭିତ୍ତିହୀନ ଓ

କ୍ରିକେଟ ଖେଳରୁ କରୋନା, କଳାହାଣ୍ଡିରେ ଆଉ ଜଣେ ପଜିଟିଭ୍ ଚିହ୍ନଟ

ଗତକାଲି ବିଳମ୍ବିତ ରାତିରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଳାହାଣ୍ଡିରେ ଜଣେ ବ୍ୟକ୍ତି ଅଛନ୍ତି। ଏହା ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୨ରେ ପହଞ୍ଚିଛି। ଗତକାଲି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ପ୍ରଥମ କରୋନା

ତାମିଲ କିଶୋର ପତ୍ରିକାରେ ନବୀନ ହିରୋ

କରୋନା ଲଢ଼େଇରେ ସମଗ୍ର ବିଶ୍ବକୁ ପଥ ପ୍ରଦର୍ଶନ କରୁଛି ଓଡ଼ିଶା ମଡେଲ। କୋଭିଡ୍-୧୯ ଭୟଙ୍କର ଭୂତାଣୁର ପ୍ରଭାବରୁ ରାଜ୍ୟକୁ ରକ୍ଷା କରିିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ପଦକ୍ଷେପ ଓ ଜନହିତକାରୀ କାର୍ଯ୍ୟ ସମଗ୍ର ବିଶ୍ବ ପାଇଁ ଉଦାହରଣ ସାଜିଛି। ନବୀନ ଓ ତାଙ୍କର କୋଭିଡ୍‌

ତାଲାବନ୍ଦ ସମୟରେ ଗାଡ଼ି ଜବତ କରିପାରିବନି ପୁଲିସ, ଜବତ ଗାଡ଼ି ତୁରନ୍ତ ଛାଡ଼

 ଆଜି ଓଡ଼ିଶା ହାଇକୋର୍ଟ ରାଜ୍ୟ ପୁଲିସ ବିଭାଗକୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପାଇଁ ତାଲା ବନ୍ଦ ସମୟରେ ପୁଲିସ ଜନତାଙ୍କର ଗାଡ଼ି ଛଡ଼ାଇ ନେଇପାରିବନାହିଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ। ଏପରିକି ଯେଉଁ ଗାଡ଼ି ସବୁ ଜବତ ହୋଇଛି, ସେସବୁକୁ ତୁରନ୍ତ ଛଡ଼ାଯାଉ ବୋଲି କୋର୍ଟ