Odisha News Insight

ଢେଙ୍କାନାଳରେ ପ୍ରଥମ କରୋନା ଆକ୍ରାନ୍ତ

ଓଡ଼ିଶାରେ ଆଜି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଭୁବନେଶ୍ବରର ହୋଇଥିବା ବେଳେ ଢେଙ୍କାନାଳରେ ମିିଳିଛି ପ୍ରଥମ କରୋନା ପଜିିଟିଭ୍। ଏମାନଙ୍କ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିିଛି। ଢେଙ୍କାନାଳ ସହରର ଜଣେ ୫୧ ବର୍ଷର ମହିଳାଙ୍କ ଠାରେ ଆଜି କରୋନା

ଏପ୍ରିଲ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ଆଜି ଅନୁଷ୍ଠିତ ହୋଇଥିବା ଓଡ଼ିଶା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ାଯାଇଥିବା ବେଳେ କେନ୍ଦ୍ର ପାଖରେ ମଧ୍ୟ ସମାନ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର। ଦେଶରେ ଟ୍ରେନ୍‌ ଓ ବିମାନ ଚଳଚଳ

ଜୁନ ୧୭ ଯାଏ ବନ୍ଦ ରହିବ ଶିକ୍ଷାନୁଷ୍ଠାନ: ନବୀନ ପଟ୍ଟନାୟକ

ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍‌ଡାଉନ୍ ସମୟକକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା

ଲକ୍‌ଡାଉନ୍: ଅର୍ଡର କଲେ ଘରେ ପହଞ୍ଚିବ ମଦ, ଅନୁମତି ଦେଲେ ଏହି ସରକାର

ମହାମାରୀ କରୋନାର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍‌। ଏହାରି ମଧ୍ୟରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକ୍‌ଡାଉନ୍ ସମୟରେ ମଦର ହୋମ ଡେ଼ଲିଭରିକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଏକ୍ସାଇଜ୍

ସାବଧାନ ଭୁବନେଶ୍ବର: ଏହି ଓମଫେଡ୍‌ ବୁଥକୁ ୧୪ ଦିନ ଭିତରେ ଯାଇଛନ୍ତି କି?

ଆଜି ସତ୍ୟନଗର ଅଞ୍ଚଳକୁ ଭୁବନେଶ୍ବର ମହାନଗର କର୍ତୃପକ୍ଷ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ କରିିଥିବା ବେଳେ ଏଠାରେ ୪ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ତେବେ ଏହି ୪ ଜଣଙ୍କ ମଧ୍ୟରୁ ବହୁବାର ଏକ ଓମଫେଡ୍‌ ବୁଥ୍‌କୁ ଯାଇଥିବାରୁ ଏ ନେଇ ଲୋକମାନଙ୍କୁ ସଚେତନ କରାଇଛନ୍ତି

ଉତ୍ତର ପ୍ରଦେଶ: ସଂପୂର୍ଣ୍ଣ ଭାବେ ସିଲ୍‌ ହେବ ୧୫ ଜିଲ୍ଲା

ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ ଡାଉନ୍। ଏହି ୨୧ ଦିନିର ଲକ୍‌ଡାଊନ୍‌ ୧୪ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏପରିକି କରୋନାର କାୟାକୁ ଦେଖି ଲକ୍‌ଡାଉନ୍‌ର ଅବଧି ବୃଦ୍ଧି କରିବା ପାଇଁ କିଛି ରାଜ୍ୟ ଦାବି କରୁୁଛନ୍ତି। ଏନେଇ ମଧ୍ୟ

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଏକ ସଙ୍କଟ

କୋଭିଡ-୧୯ ପରୀକ୍ଷା ମାଗଣାରେ ହେଉ, ସରକାର ସୁନିଶ୍ଚିତ କରନ୍ତୁ: ସୁପ୍ରିମକୋର୍ଟ

ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କୋଭିଡ-୧୯ ପରୀକ୍ଷା ମାଗଣାରେ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର କିଛି ବ୍ୟବସ୍ଥା କରନ୍ତୁ ଓ ବିଶେଷ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି

ବଢ଼ିପାରେ ଲକ୍‌ଡାଉନ୍‌ ଅବଧି, ବିଚାର କରୁଛନ୍ତି କେନ୍ଦ୍ର ସରକାର

ଲକ୍‌ଡାଉନ୍‌ ଅବଧି ବଢ଼ାଇବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ସରକାର ଓ ଅଭିଜ୍ଞ ବ୍ୟଙ୍କିମାନଙ୍କ ଠାରୁ ଏ ନେଇ ପରାମର୍ଶ ପାଇବା ପରେ ଏବେ ଏପ୍ରିଲ ୧୪ ପରେ ଲକ୍‌ଡାଉନ୍‌ ଅବଧି ବିସ୍ତାର କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ଭାରତରେ