Odisha News Insight

ମାସ୍କ କିମ୍ୱା ରୁମାଲ୍‌ ନବାନ୍ଧିଲେ ଗଣିବେ ତଣ୍ଡ : ବ୍ରହ୍ମପୁର

ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଏ

ଆଜି ରାତି ୮ଟାରେ ସଟ୍‌ଡାଉନ୍‌ ଉଠିବ, ଗହଳି କରିବେ ନାହିଁ: ଅସିତ୍‌ ତ୍ରିପାଠୀ

ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରୁ ସଟ୍‌ଡାଉନ୍‌ ଉଠିଯିବ। ଏହାପରେ ଭିଡ଼ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆହୁରି ସେ କହିଛନ୍ତି ଯେ, ରାତି ୮ଟାରେ ସଟ୍‌ଡାଉନ୍‌ ଉଠିଲା ପରେ କେହି ମାର୍କେଟ ଯାଆନ୍ତୁ ନାହିଁ। ଯଦି ଆପଣମାନେ

ଜମ୍ମୁ କଶ୍ମୀର: ୨୪ ଘଣ୍ଟାରେ ୯ ଆତଙ୍କବାଦୀ ସଫା, ଜଣେ ଯବାନ ଶହୀଦ

ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ପାଲଟା ଜବାବ ଦେଇଛି। ଭାରତୀୟ