Odisha News Insight

ସାବଧାନ ! ପରିବା, ସଉଦା ସାଙ୍ଗରେ ଘରକୁ କରୋନା ନେଇକି ଯାଆନ୍ତୁନି

ଦୁଇଦିନ ସଟ୍ ଡାଉନ୍ ପରେ ରାତି ଆଠଟାରେ ଭୁବନେଶ୍ବର, କଟକ ଓ ଭଦ୍ରକରେ ପରିବା ଓ ସଉଦା ଦୋକାନ ଖୋଲିବ I ତେବେ ଲୋକେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି I ଲୋକେ ସାମାଜିକ ଦୂରତ୍ବ ରକ୍ଷା ନ କଲେ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ

କଳାହାଣ୍ଡିରୁ ଜଣେ କରୋନା ରୋଗୀ ଚିହ୍ନଟ, ସଂଖ୍ୟା ୨୧କୁ ବୃଦ୍ଧି

ଆଜି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହି ୨୯ ବର୍ଷିୟ ଯୁବକ କଳାହାଣ୍ଡିର ବୋଲି ଜଣାପଡ଼ିଛି। ସେ ନିକଟରେ ବାହାରିନରୁ ଆସିଥିବା ନେଇ ସୂଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଓଡ଼ିଶାରୁ ପ୍ରଥମ କରୋନା ଆକ୍ରାନ୍ତ

ତାଳି, ଦୀପ ଜାଳିଲେ ସମସ୍ୟାର ସମାଧାନ ହେବ ନାହିଁ: ରାହୁଲ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନନେଇ କଟାକ୍ଷ କରି କହିଛନ୍ତି ଯେ, ଦେଶରେ କୋଭିଡ-୧୯ ପରୀକ୍ଷା ବହୁତ କମ୍ ହେଉଛି। ଲୋକମାନଙ୍କ ଦ୍ବାରା ଥାଳି, ତାଳି ଓ ଦୀପ ଜାଳିଲେ

ମିଛ ଖବର ପାଇଁ ଗିରଫ ହେଲେ ସାମ୍ବାଦିକ

ଯାଜପୁର: ମିଛ ଖବର ପ୍ରକାଶ କରିବା ଅଭିଯୋଗରେ ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ପ୍ରତିନିଧି ଚନ୍ଦ୍ରଶେଖର ସାହୁଙ୍କୁ ଗିରଫ କରିଛି ଜିଲ୍ଲା ପୁଲିସ। ଆଜି ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ରଂଜନ କୁମାର

ପାପ କରିଛ, ଆଲ୍ଲା ରାଗିଛନ୍ତି ମର୍କାଜ୍‌ ମୁଖ୍ୟ

ଫେରାର୍‌ ଥିବା ତାବ୍‌ଲିଘି ଜମାତ୍‌ ମର୍କାଜ୍‌ ମୁଖ୍ୟ ମୌଲାନା ମହମ୍ମଦ ସାଦ୍‌ଙ୍କର ପୁଣି ଏକ ଅଡିଓ ଆସିଛି। ପୂର୍ବରୁ ଅଡିଓରେ ଲକ୍‌ଡାଉନ୍‌ ଅମାନ୍ୟ କରିବା ପାଇଁ ଅନୁଗାମୀଙ୍କୁ ଉପଦେଶ ଦେଇଥିବା ମୌଲାନା ଏହି ଦ୍ବିତୀୟ ଅଡିଓରେ ‘ଆଲ୍ଲା ରାଗିଛନ୍ତି’ ବୋଲି ମତ ଦେଇଛନ୍ତି। ବର୍ତ୍ତାମନ

COVID19, India Rises To 2,902

The total number of Coronavirus positive cases in India now stands at 2,902. The number of death toll rises to 68. Confirmed by the Ministry of Health and Family Welfare, the total number of active cases is 2650, 183 cured/discharged.

କନ୍ଧମାଳରେ ପ୍ରଥମ ଜିଲ୍ଲାସ୍ତରୀୟ କୋଭିଡ୍‍ ୧୯ ହସ୍‍ପିଟାଲ୍‍

କନ୍ଧମାଳରେ ପ୍ରଥମ ଜିଲ୍ଲାସ୍ତରୀୟ କୋବିଡ୍‍ ୧୯ ହସ୍‍ପିଟାଲ୍‍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କନ୍ଧମାଳରେ ତ୍ୱରିତ ଗତିରେ ଏକ କୋଭିଡ୍‍ ହସ୍‍ପିଟାଲ୍‍ ପ୍ରସ୍ତୁତ କରିବା ପାଇଁ ଶୁକ୍ରବାର ଏକ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି । ରାଜ୍ୟ