Odisha News Insight

ଭିଡିଓ କନଫରେନ୍ସିଂରେ ମୋଦିଙ୍କ ସହ କଥା ହେଲେ ଓଡ଼ିଆ ପୁଅ ପ୍ରମୋଦ, କଣ କଥା ହେଲେ ଜାଣନ୍ତୁ?

କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୯ କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ। ସେମାନଙ୍କ ମଧ୍ୟରେ ପାରା ବ୍ୟାଡମିଣ୍ଟନ ଖେଳାଳୀ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ରହିଥିଲେ। ଏହି ଆଲୋଚନା ବେଳେ

ରାଜ୍ୟର ୫ ଜିଲ୍ଲାକୁ ବ୍ୟାପିଲା କରୋନା, ଭୁନେଶ୍ବରରେ ୧୪ ଜଣ ଆକ୍ରାନ୍ତ

ଦୁଇ ସପ୍ତାହ ପୁର୍ବେ ଭୁବନେଶ୍ବରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟର ୫ଟି ଜିଲ୍ଲାକୁ ଏହି ଭୂତାଣୁ ବ୍ୟାପି ସାରିଲାଣି। ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୫ ଜଣ ଆକ୍ରାନ୍ତ ଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଭଦ୍ରକରେ

କଟକରେ ରାଜ୍ୟର ୬ଷ୍ଟ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପୀଡ଼ିତଙ୍କ ଘର କଟକରେ ବୋଲି ଜଣାପଡ଼ିଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ l ପୂର୍ବରୁ ଭୁବନେଶ୍ବରରେ ୪ ଜଣ ଓ ଭଦ୍ରକରେ ଜଣେ କରୋନା ପଜିଟିଭ୍‌ ମିଳିଥିଲେ। ଆଜିକୁ ମିଶାି ୬ ଜଣ

CM Naveen Patnaik Makes Appeal

In the wake of Coronavirus pandemic and lockdown, Chief Minister Naveen Patnaik expressed his gratitude for the support and appealed to the people to stay united at this crucial hour. 

 He further requested all the owners to show